ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଅନେକ ଲୋକ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତିନି।

କାର୍ଯ୍ୟ ବ୍ୟସ୍ତ ଭିତରେ କମ୍‌ ସମୟ ଭିତରେ ତିଆରି ହୋଇପାରୁଥିବା ଆଇଟମ୍‌ ଖାଉଛେ।

ଆଉ ଘର ଖାଦ୍ୟ ଅପେକ୍ଷା ଫାଷ୍ଟଫୁଡ୍‌ ଖାଇବାକୁ ବେଶି ପସନ୍ଦ କରୁଛନ୍ତି ଲୋକେ।

ମୋମୋଜ୍‌, ପିଜ୍ଜା, ବର୍ଗର, ନୁଡୁଲ୍ସ ଏବେ ଯେମିତି ନିତିଦିନିଆ ଖାଦ୍ୟ ହୋଇଗଲାଣି।

କିନ୍ତୁ ମେମୋଜ୍‌ ଖାଇବା ଦ୍ବାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।

Momos ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ଓ ମୋଟାପଣ ଅତ୍ୟଧିକ ପରିମାଣର ବଢିଥାଏ।

ମୋମୋକୁ ନରମ କରିବା ପାଇଁ ବିଭିନ୍ନ ରସାୟନିକ ପଦାର୍ଥ ବ୍ୟବହାର ହୁଏ। ଯାହାକି ଶରୀର ପାଇଁ ଅତ୍ୟନ୍ତ ଖରାପ।

Momos ଖାଇବା ଦ୍ବାରା ଡାଇବେଟିସ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

କେବଳ ମୋମୋଜ୍ ନୁହେଁ ଏଥିରେ ବ୍ୟବହୃତ ମସଲା ଏବଂ ଚଟଣୀ ବି ଗୁରୁତର ରୋଗକୁ ଡାକି ଆଣିଥାଏ।

ସପ୍ତାହକୁ ଥରେ କିମ୍ବା ୨ ଥର Momos ଖାଇପାରିବେ। ତା'ଠାରୁ ଅଧିକ ନୁହେଁ।