ବୋମା ପରି ବ୍ଲାଷ୍ଟ କରିପାରେ ଆପଣଙ୍କ କାରର ବ୍ୟାଟେରୀ। କେବେ କରନ୍ତୁନି ଏହି ଭୁଲ।
କାର ସହ ସମ୍ପୃକ୍ତ ଏମିତି ଅନେକ କଥା ଅଛି, ଯାହା ବିଷୟରେ ଅନେକ ଲୋକଙ୍କୁ ଜଣାନାହିଁ।
କାର ସହ ସମ୍ପୃକ୍ତ ଏମିତି ଅନେକ କଥା ଅଛି, ଯାହା ବିଷୟରେ ଅନେକ ଲୋକଙ୍କୁ ଜଣାନାହିଁ।
କାର ବ୍ଲାଷ୍ଟ କରିବାର ମୁଖ୍ୟ କାରଣ ଲୋକ ସାଧାରଣତଃ କାର ମାନୁଆଲ୍ ପଢ଼ନ୍ତି ନାହିଁ।
କାର ମାନୁଆଲ୍ କାର ସହ ସମ୍ପୃକ୍ତ ଛୋଟ ଛୋଟ ଜରୁରୀ ସୂଚନା ପ୍ରଦାନ କରିଥାଏ।
ଅନେକ ଲୋକ ଜାଣିନାହାଁନ୍ତି ଯେ କାର ମାନୁଆଲ୍ରେ କାର ବ୍ୟାଟେରୀ ସହ ସମ୍ପୃକ୍ତ ଗଭୀର ୱାର୍ଣ୍ଣିଂ ବିଷୟରେ ସୂଚନା ମଧ୍ୟ ଦିଆଯାଇଛି।
ଅନେକ ଲୋକ ଜାଣିନାହାଁନ୍ତି ଯେ କାର ମାନୁଆଲ୍ରେ କାର ବ୍ୟାଟେରୀ ସହ ସମ୍ପୃକ୍ତ ଗଭୀର ୱାର୍ଣ୍ଣିଂ ବିଷୟରେ ସୂଚନା ମଧ୍ୟ ଦିଆଯାଇଛି।
ଏଥିରେ କୁହାଯାଇଛି ଯେ କାର ବ୍ୟାଟେରୀ ଫ୍ଲେମେବଲ ହାଇଡ୍ରୋଜନ ଗ୍ୟାସ୍ ପ୍ରଡ୍ୟୁସ୍ କରିଥାଏ।
More
Stories
ଅକ୍ଟୋବର ପହିଲାରୁ ରୋଷେଇ ଗ୍ୟାସରେ ହେବ ବଡ଼ ପରିବର୍ତ୍ତନ; ଶସ୍ତାରେ ମିଳିବ LPG!
Physical vs Gold Digital: ଜାଣନ୍ତୁ କେଉଁ ସୁନା କିଣିବା ଲାଭଦାୟକ
ଗୋଟିଏ ଦିନରେ କେତେ ଅଣ୍ଡା ଖାଇବା ଦେହ ପାଇଁ ଭଲ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ
ନିଆଁଠୁ ସବୁବେଳେ କାର ବ୍ୟାଟେରୀକୁ ଦୂରେଇ ରଖିବେ, ନଚେତ୍ ବିସ୍ଫୋରଣ ହେବାର ଅଧିକ ଆଶଙ୍କା ରହିଥାଏ।
ଏଥିପାଇଁ ବ୍ୟାଟେରୀ ପାଖରେ କାମ କରୁଥିବା ସମୟରେ ଧୂମପାନ କରନ୍ତୁ ନାହିଁ।
ଏଥିପାଇଁ ବ୍ୟାଟେରୀ ପାଖରେ କାମ କରୁଥିବା ସମୟରେ ଧୂମପାନ କରନ୍ତୁ ନାହିଁ।
କାରର ବନେଟ୍ ଖୋଲିବା ସମୟରେ ଧ୍ୟାନ ରଖନ୍ତୁ ଯେ ଆପଣ ଯେମିତି ଧୂମପାନ କରୁନଥିବେ।
ଏହି ସବୁ ଭୁଲଠୁ ଦୂରେଇ ରହିଲେ ଆପଣଙ୍କ କାର୍ ମଧ୍ୟ ସୁସ୍ଥ ରହିପାରିବ।
ବୈଜ୍ଞାନିକଙ୍କ ବଡ଼ ଖୁଲାସା, ଏମିତି ନଷ୍ଟ ହେବ ଦୁନିଆ!
Learn more