ଆମେ ସାଧାରଣତଃ ଫଳ ମାନଙ୍କ ମଧ୍ୟରୁ ସେଓ ଖାଇବାକୁ ପସନ୍ଦ କରୁ

ଆପଣ ଜାଣିଛନ୍ତି କି ସେଓ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ

ସେଓ ମଞ୍ଜି ଜୀବନ ମଧ୍ଯ ନେଇପାରେ 

ସେଓ ମଞ୍ଜିରେ ଏମିଗଡାଲିନ୍ ନାମକ ଏକ ଉପାଦାନ ରହିଛି

ଏହା ମଣିଷର ପାଚକ କ୍ରିୟାର ଏନଜାଇମ ସଂସ୍ପର୍ଶରେ ହିଁ ଆସେ ସେତେବେଳେ ସାଇନାଇଡ୍ ରିଲିଜ୍ ହୋଇଥାଏ 

ଏହାଦ୍ୱାରା ଶରୀରରେ ବ୍ଲଡପ୍ରେସର କମ୍ ହୋଇଯାଇ ଥାଏ ଏହାସହ ହୃଦସ୍ପନ୍ଦନ ମଧ୍ୟ କମିଯାଏ

କହିବାକୁ ଗଲେ, ଯଦି ୨୦ରୁ ୨୫ ସେଓର ମଞ୍ଜି ଖାଇଦିଆଯାଏ ତେବେ ଏହା ଜୀବନ ନେଇପାରେ

ଆବଶ୍ୟକ ଠାରୁ ଅଧିକ ସେଓ ଖାଆନ୍ତି ତେବେ ବ୍ଲଡ ସୁଗାର ବଢ଼ିପାରେ

ଯଦି ଧ୍ୟାନରେ ରଖି ସେଓ ଖାଆନ୍ତି, ତେବେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ

ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ