ଯୌନ ଶକ୍ତି ବଢାଇବା ପାଇଁ ଭାଏଗ୍ରା ଟାବଲେଟ୍‌ ଖାଇବା ସାଧାରଣ ହୋଇଗଲାଣି।

ଭାଏଗ୍ରା ଟାବଲେଟ୍‌ ରକ୍ତ ପ୍ରବାହ ବଢାଇ ଯୌନ ଉଦ୍ଦୀପନାକୁ ବୃଦ୍ଧି କରିଥାଏ।

ଭାଏଗ୍ରା ଭିତରେ ସେଲ୍ଡେନାଫିଲ୍‌ ଡ୍ରଗ୍‌ ରହିଥାଏ, ଯାହାକି ଶରୀର ଉପରେ କୁ ପ୍ରଭାବ ପକାଇଥାଏ।

ତେବେ ୧୦ ପ୍ରକାରର ପୁରୁଷ ଭୁଲରେ ବି ଭାଏଗ୍ରା ଖାଇବା ଉଚିତ ନୁହେଁ। ଜାଣନ୍ତୁ...

ପଢନ୍ତୁ ଅଧିକ ଖବର

Asian Games: କମାଲ୍‌ କଲେ ଭାରତୀୟ ଆଥଲେଟ୍, ଇତିହାସ ରଚିଲା ଭାରତ

Navratri: ୯ ଦିନରେ ୯ ରୂପରେ ପୂଜା ପାଆନ୍ତି ମା' ଦୁର୍ଗା, କେବେ ସିଂହ ଉପରେ ଆରୋହଣ କରନ୍ତି? ଜାଣନ୍ତୁ

ସେଲଡେନାଫିଲ କିମ୍ବା ଅନ୍ୟ ମେଡିସିନ୍‌ ଖାଉଥିବା ବ୍ୟକ୍ତି ଭାଏଗ୍ରା ଟାବଲେଟ୍‌ ଖାଇଲେ ପସ୍ତେଇବେ।

ହୃଦରୋଗ କିମ୍ବା ଲିଭର୍‌ ରୋଗ ପାଇଁ ମେଡିସିନ୍‌ ଖାଉଥିବା ବ୍ୟକ୍ତି ଆଦୌ ଭାଏଗ୍ରା ଖାଇବା ଉଚିତ୍ ନୁହେଁ।

ଷ୍ଟ୍ରୋକ୍‌, ହୃଦଘାତକୁ ସାମ୍ନା କରିଥିବା ବ୍ୟକ୍ତି ଭାଏଗ୍ରା ଭୁଲ୍‌ରେ ବି ଖାଆନ୍ତୁନି।

ନିମ୍ନ ରକ୍ତଚାପ, ଆଖି ସମସ୍ୟା ଥିବା ବ୍ୟକ୍ତି ବି Vigra ଖାଇବା ଖରାପ।

ସିକଲ୍‌ ସେଲ୍‌ ଏନିମିୟା, ଲୁକେମିଆ, ମଲ୍ଟିପୁଲ ମାଏଲୋମା ଭଳି କର୍କଟ ରୋଗୀ ଖାଇ ପାରିବେନି।

ପେଟ ସମସ୍ୟା ଏବଂ ରକ୍ତ ହୀନତା ଥିବା ବ୍ୟକ୍ତି ଭାଏଗ୍ରା ଆଦୌ ଖାଇବା ଉଚିତ ନୁହେଁ।