ଅଧିକାଂଶ ପିଲାଙ୍କର ଡାକ୍ତର ହେବାର ସ୍ବପ୍ନ ଥାଏ

କମ ଲୋକଙ୍କ ସ୍ବପ୍ନ ପୂରଣ ହୁଏ

ଡାକ୍ତର ହେବା ପାଇଁ ପରିଶ୍ରମ କରିବାକୁ ପଡ଼େ

ଡାକ୍ତର ହେବା ପାଇଁ ନିଟ ପରୀକ୍ଷା ଦେବାକୁ ପଡେ

ଡାକ୍ତର ହେବା ପାଇଁ ନିଟ ପରୀକ୍ଷା ଦେବାକୁ ପଡେ

ଏହି ପରୀକ୍ଷା ପାସ କରିବା ସାମାନ୍ୟ କଥା ନୁହେଁ

ନିଟ କଠିନ ପରୀକ୍ଷା ଭିତରୁ ଗୋଟିଏ

ନିଟ ପାସ କରିବା ଛାତ୍ରଙ୍କର ସ୍ବପ୍ନ ହୋଇଥାଏ

ଏମ୍ସ ହସ୍ପିଟାଲ ଲୋକପ୍ରିୟ ସରକାରୀ ହସ୍ପିଟାଲ ଭିତରୁ ଗୋଟିଏ

ସବୁ ଛାତ୍ର ଏମ୍ସରୁ ପାସ ହେବା ପାଇଁ ଚାହାଁନ୍ତି

ଏମ୍ସର ଜଣେ ଡାକ୍ତରଙ୍କର ଦରମା କେତେ

୧-୪ବର୍ଷ ଅଭିଜ୍ଞତା ଥିବା ଡାକ୍ତରଙ୍କର ଦରମା ବର୍ଷକୁ ୧୦-୧୫ ଲକ୍ଷ

Thanks For Reading

Up Next

ବେକ କଳା ପଡିଥିଲେ ସାବଧାନ