ବଜାରରେ ଅନେକ ପ୍ରକାର ମେଡି଼ସିନ ବିକ୍ରି ହେଉଛି

ଔଷଧ ନାଲି, ନୀଳ, ସବୁଜ ଭଳି ଭଳିକି ରଙ୍ଗରେ ଆସେ

କିନ୍ତୁ ସବୁ ଔଷଧ ରଙ୍ଗର ଶିଶି ଏକା ରଙ୍ଗର ହୋଇଥାଏ

ଅଧିକାଂଶ ଔଷଧର ରଙ୍ଗ ବାଦାମୀ ରଙ୍ଗର ହୋଇଥାଏ

ବାଦାମୀ ରଙ୍ଗର କେଉଁ ଖାସ ଗୁଣ ଅଛି

ଏହି ରଙ୍ଗ ସୂର୍ଯ୍ୟଙ୍କ ଅଲ୍ଟ୍ରାଭାଓଲେଟ ରେ କୁ ରୋକିଥାଏ

ଅତିବାଇଗଣୀ ରଶ୍ମୀ ରସାୟନ ପ୍ରତିକ୍ରିୟା କରିପାରେ

ଔଷଧର ରସାୟନିକ ପରିବର୍ତ୍ତନ ହୋଇପାରେ

ସେଥିପାଇଁ ଔଷଧ ଶିଶିର ରଙ୍ଗ ବୋତଲ ବାଦାମୀ ହୋଇଥାଏ

More Stories.

ଦୀପାବଳି ପୂର୍ବରୁ ଶନିଙ୍କ ମହାଶକ୍ତି

Twitter
YouTube
Instagram
Facebook