Vivo ଭାରତୀୟ ବଜାରରେ ଏକ ନୂଆ ଭିଭୋ Y17 ଲଞ୍ଚ କରିଥିଲା 

ଦୁଇଟି ରଙ୍ଗ ବିକଳ୍ପ ସହିତ ଲଞ୍ଚ କରାଯାଇଛି...

ଏହା ବ୍ୟତୀତ ଏହି ଫୋନ୍ରେ ଡୁଆଲ୍ ରିୟର କ୍ୟାମେରା ରହିଛି...

ତେବେ ଆପଣ ନୂଆ ଫୋନ୍‌ କିଣିବାକୁ ଚାହୁଁଛନ୍ତି କି ? 

ତେବେ କମ୍ପାନୀର ଏହି ଫୋନ୍ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ...

 ଭାରତରେ ୪ଜିବି+୬୪ଜିବି ଭାରିଆଣ୍ଟ ପାଇଁ ଭିଭୋ Y17ର ମୂଲ୍ୟ ୧୧,୪୯୯  ଟଙ୍କା

୪ଜିବି+୧୨୮ଜିବି  ଭାରିଆଣ୍ଟର ମୂଲ୍ୟ ୧୨,୪୯୯ ଟଙ୍କା ରହିଛି

ଆମାଜନ୍‌, ଫ୍ଲିପକାର୍ଟ ଓ ଅଫିସିଆଲ୍ ଭିଭୋ ୱେବସାଇଟ୍‌ରୁ କିଣିପାରିବେ