ଥାଇରଏଡ୍‌ ଏବେ ଏକ ସାଂଘାତିକ ଭାବେ ବୃଦ୍ଦି ପାଇବାରେ ଲାଗିଛି।

ବୟସ୍କ ହୁଅନ୍ତୁ କିମ୍ବା ଯୁବବର୍ଗ ସମସ୍ତଙ୍କ କ୍ଷେତ୍ରରେ ଥାଇରଏଡ୍‌ ସମସ୍ୟା ଦେଖାଯାଉଛି।

ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଥାଇରଏଡ୍‌ ଅଧିକ ମାତ୍ରାରେ ଦେଖାଦେଇଥାଏ।

ତେବେ ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଗୁଡିଏ ଘରୋଇ ଉପାୟ ରହିଛି।

ଅଦାରେ ପୋଟାସିୟମ ଥାଏ ଯାହାକି ଥାଇରଏଡ୍‌କୁ ଆୟତ କରିବାରେ ସକ୍ଷମ ହୁଏ ।

ଦହି ଓ କ୍ଷୀରରେ ଥିବା କ୍ୟାଲସିୟମ, ମିନେରାଲ୍ସ ଓ ଭିଟାମିନ୍‌ ଥାଇରଏଡ୍‌ରୁ ରକ୍ଷା କରିଥାଏ।

ମୁଲେଠି ସେବନ ବି ଥାଇରଏଡ୍‌ ଗ୍ରନ୍ଥିକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ।

ଗହମ ଏବଂ ଜବାର୍‌ ଖାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ।

ଜ, ପାସ୍ତା ଏବଂ ବ୍ରେଡ୍‌ ଖାଇବା ଦ୍ବାରା ଥାଇରଏଡ୍‌ ସମସ୍ୟା ହୁଏ ନାହିଁ।

ଭିଟାମିନ୍‌-ଏ ଯୁକ୍ତ ଖାଦ୍ୟ ତଥା ବିଭିନ୍ନ ଫଳ ରସ ପିଇବା ଦ୍ବାରା ଅନେକ ଫାଇଦା ମିଳିଥାଏ।