ମୋଗଲ ବାଦଶାହ ହାତ ଉପରେ ଇଗଲ କାହିଁକି ବସାଉଥିଲେ

ବାଜ ପକ୍ଷୀ ଅନେକ ବିଶେଷତା ପାଇଁ ଜଣାଶୁଣା । ନିଜର ତୀକ୍ଷ୍ମ ନଜର ଓ ପବନର ବିପରୀତ ଦିଗରେ ଉଡ଼ାଣ ପାଇଁ ବେଶ ପରିଚିତ

ମୋଗଲ ସମୟରେ ଏହାକୁ ପ୍ରତିଷ୍ଠା ଓ ଆଭିଜାତ୍ୟ ବର୍ଗର ପ୍ରତୀକ ମନା ଯାଉଥିଲା । ସେଥିପାଇଁ ବାଜକୁ ମହାରାଜା ସାଙ୍ଗରେ ରଖୁଥିଲେ

ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ସମୟରେ ଏହି ପ୍ରଥା ଆରମ୍ଭ ହୋଇଥିଲା

କେତେକ ଚିତ୍ରରେ ଆକବର ହାତରେ ବାଜ ପକ୍ଷୀ ବସାଇଥିବାର ଦେଖିବାକୁ ମିଳେ । ତେବେ ସେହି ସମୟରୁ ଏହାର ଆରମ୍ଭ ହୋଇଥିଲା

ଜାହାଙ୍ଗୀରଙ୍କ ପରେ ଔରଙ୍ଗଜେବଙ୍କ ହାତରେ ବାଜ ପକ୍ଷୀ ବସିଥିବାର ନଜର ଆସିଥିଲା । ଉପହାର ସ୍ବରୂପ ପକ୍ଷୀଙ୍କୁ ଜଣେ ଜଣଙ୍କୁ ପ୍ରଦାନ କରୁଥିଲେ

ବାବର ଓ ହୁମାୟୁଙ୍କ ହାତରେ ବାଜ ପକ୍ଷୀ ଦେଖାଯାଇନଥିଲା । ସେଥିପାଇଁ କୁହାଯାଏ ଯେ ମୋଗଲ ଆକବରଙ୍କ ସମୟରୁ ଏହି ପ୍ରଥାର ଆରମ୍ଭ ହୋଇଥିଲା ।

ଓଡ଼ିଶାର କେଉଁ ମନ୍ଦିରରେ ଅଛି ଶ୍ରୀକୃଷ୍ଣଙ୍କ ହୃଦୟ