ଦେଶର ଏମିତି ଅନେକ ସ୍ଥାନ ରହିଛି ଯେଉଁ ଭୋକ ପାଇଁ ଚାଲେ ଦେହର ସୌଦା

ରେଡ ଲାଇଟ ଏରିଆ ଭାବେ ଜଣାଶୁଣା ସୋନାଗାଛି ବସ୍ତିର ଅନେକ, ଦେହ ବ୍ୟବସାୟ କରି ଚଳିଥାନ୍ତି

ସୋନାଗାଛି ପରି ଭୁବନେଶ୍ବର ମାଳିସାହି ରହିଛି

ସୋନାଗାଛି ପରି ମୁମ୍ବାଇର କାମାଥିପୁରା। ଦେଶର ଦ୍ବିତୀୟ ସର୍ବବୃହତ ରେଡ୍‌ ଲାଇଟ୍‌ ଅଞ୍ଚଳ ଭାବେ ଏହାକୁ ସମସ୍ତେ ଜାଣନ୍ତି

ସେହିପରି ପୁଣେ ରହିଛି ବୁଧୱାର ପେଠ। ଏହା ଦେଶର ତୃତୀୟ ବୃହତ ରେଡଲାଇଟ ଏରିଆ

ଆଉ ଏକ ଚର୍ଚ୍ଚିତ ରେଡଲାଇଟ ଏରିଆ ହେଉଛି ଗ୍ବାଲିଅରର ରେଶମପୁରା।  ମଧ୍ୟପ୍ରଦେଶର ଗ୍ବାଲିଅରରେ ରହିଛି ରେଶମପୁରା ରେଡ ଲାଇଟ ଏରିଆ

ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଜିବି ରୋଡ୍‌ ସମ୍ପୂର୍ଣ୍ଣ ନାମ ହେଉଛି ଗାରଷ୍ଟିନ ବସ୍ତିନ୍ ରୋଡ୍ । ରାଜଧାନୀ ଦିଲ୍ଲୀର ଏହା ହେଉଛି ସର୍ବବୃହତ ରେଡ ଲାଇଟ ଏରିଆ

ବିହାରର ମୁଜାଫରପୁର ଅଞ୍ଚଳ ହେଉଛି ରାଜ୍ୟର ଏକ ବଡ ରେଡ୍‌ ଲାଇଟ୍‌ ଅଞ୍ଚଳ

ନାଗପୁରରେ, ଇଟୱାରୀ ଅଞ୍ଚଳରେ ଗଙ୍ଗା-ଜାମୁନା ଅଞ୍ଚଳ ରହିଛି, ଯେଉଁଠାରେ ଦେହବ୍ୟବସାୟ ଚାଲେ । ଏହି ଅଞ୍ଚଳ ସମଗ୍ର ନାଗପୁରରେ ଏଥି ପାଇଁ ପ୍ରସିଦ୍ଧ...