Israel God: ଇସ୍ରାଏଲ୍-ହମାସ ଯୁଦ୍ଧକୁ ନେଇ ବର୍ତ୍ତମାନ ସବୁଠି ଅଶାନ୍ତ ପରିବେଶ। ତେବେ ଆଜି ଆମେ ଜାଣିବା ଇସ୍ରାଏଲ ବାସୀ କେଉଁ ଧର୍ମ ଓ କେଉଁ ଭଗବାନଙ୍କ ଉପରେ ବିଶ୍ବାସ କରନ୍ତି।

ୟହୁଦୀ ଧର୍ମ, ବିଶ୍ବର ପ୍ରାଚୀନ ଧର୍ମ ମଧ୍ୟରୁ ଅନ୍ୟତମ, ଅନ୍ୟ ଧର୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ। ୟହୁଦୀମାନେ ଏକତାବାଦରେ ବିଶ୍ୱାସ କରନ୍ତି।

Fill in some text

ଏହି ଧର୍ମରେ ମୂର୍ତ୍ତି ପୂଜା ପାପ ବୋଲି ବିବେଚନା କରାଯାଏ। ପ୍ରାୟ ୪ ହଜାର ବର୍ଷ ପୁରୁଣା ୟହୁଦୀ ଧର୍ମ ବର୍ତ୍ତମାନ ଇସ୍ରାଏଲର ବାସୀଙ୍କ ଧର୍ମ।

ଅବ୍ରହାମ: ୟହୁଦୀ ଧର୍ମର ଆରମ୍ଭ ଭବିଷ୍ୟ‌ଦ୍‌ବକ୍ତା ଅବ୍ରାହମ କରିଥିଲେ।

୪୦୦୦ ବର୍ଷ ପର୍ବେ ୟହୁଦୀ ଧର୍ମ ଆରମ୍ଭ ହୋଇଥିଲା।

ତେବେ ଇସ୍ରାଏଲରେ ୟହୁଦୀ ଜନସଂଖ୍ୟା ଅଧିକ।

ୟହୁଦୀ ଇସ୍ରାଏଲ ମୁଖ୍ୟ ଧର୍ମ।

ୟହୁଦୀ ଧର୍ମ ଦୁନିଆର ପ୍ରାଚୀନ ଧର୍ମରୁ ଅନ୍ୟତମ।

ଏହି ଧର୍ମରେ ମୂର୍ତ୍ତି ପୂଜା ବାରଣ।

ୟହୁଦୀ ନିଜ ଈଶ୍ବରଙ୍କୁ ୟହୱେହ କିମ୍ବା ୟହୋୱା କୁହନ୍ତି। ଯାହାର ଅର୍ଥ ସଦାପ୍ରଭୁ।

ୟହୁଦୀମାନେ ବିଶ୍ବାସ କରନ୍ତି ଯେ ପ୍ରଥମେ ଏହି ନାମ ହଜରତ ମୁସାଙ୍କୁ ଶୁଣାଇଥିଲେ ଈଶ୍ବର।

ପାଖାପାଖି ୪ ହଜାର ବର୍ଷ ପୁରୁଣା ୟହୁଦୀ ଧର୍ମ ଇସ୍ରାଏଲର ଭୂମିରେ ସୃଷ୍ଟି ହୋଇଥିଲା।

ଦୁନିଆର ସବୁଠୁ ଭୟାନକ କୋଠି