ଆପଣ କେଉଁ ଦିଗକୁ ମୁଣ୍ତ ଦେଇ ଶୁଅନ୍ତି ?
ଆପଣ କେଉଁ ଦିଗକୁ ମୁଣ୍ତ ଦେଇ ଶୁଅନ୍ତି ?
ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲ ଦିଗରେ ମୁଣ୍ଡ ରଖି ଶୋଇବା ସ୍ୱାସ୍ଥ୍ୟ ଖରାପ ହୋଇଥାଏ
ଏହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡ଼ିଥାଏ
ଦିଗମାନଙ୍କର ମଧ୍ୟ ନିଜସ୍ୱ ଶକ୍ତି ଥାଏ ଓ ଦିଗ ସହ ଗ୍ରହମାନଙ୍କର ମଧ୍ୟ ସମ୍ବନ୍ଧ ଥାଏ
ବାସ୍ତୁ ଶାସ୍ତ୍ରରେ ଶୋଇବା ପାଇଁ ଉଚିତ ଦିଗ ବିଷୟରେ କୁହାଯାଇଛି
ତେବେ କେଉଁ ଦିଗରେ ମୁଣ୍ଡ ରଖି ଶୋଇବା ଉଚିତ ନୁହେଁ ଆସନ୍ତୁ ଜାଣିବା...
More
Stories
ଘରେ ପ୍ରବଳ ମୂଷା କି ? କେମିତି ନମାରି ବାହାର କରିବେ ?
୧ ଟଙ୍କା ଖର୍ଚ୍ଚ କରନ୍ତୁ; ୨ ମିନିଟ୍ରେ ଚିକଣ ହେବ ବାଥରୁମ୍ରୁ-ରୋଷେଇ ଘର
ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲରେ ବି ଉତ୍ତର ଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ ନୁହେଁ
ଏଭଳି କରିବା ଦ୍ୱାରା ଆପଣ ଦରିଦ୍ର ହୋଇଯିବେ
ବ୍ୟକ୍ତି ଯେତେ ଟଙ୍କା ଉପାର୍ଜନ କଲେ ମଧ୍ୟ ତା ପାଖରେ ଟଙ୍କା ରୁହେ ନାହିଁ । ଧନ ହାନି ଭଳି ସମସ୍ୟା ଦେଖାଯାଏ
ଏହା ସହିତ ବ୍ୟକ୍ତି ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ