ଭେଟନ୍ତୁ ଦୁନିଆର ସବୁଠୁ ହଟ୍ ଟ୍ୟାକ୍ସି ଡ୍ରାଇଭର

ଫିଲିପାଇନ୍ସ ବାସିନ୍ଦା ଜୟସୀ ତୋଡା ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର

ସବୁଦିନ କାମକୁ ଯିବା ଆଗରୁ ଜୟସୀ ଘଣ୍ଟେ ମେକଅପ କରନ୍ତି

୩୩ ବର୍ଷୀୟା ଏହି ଯୁବତୀ ଭଲ ସଜବାଜ ହୋଇ ଗାଡ଼ି ଚଳାଇବାକୁ ଆସନ୍ତି

ଦିନରେ ୧୨ ଘଣ୍ଟା ଗାଡି ଚଳାଇଥାନ୍ତି ଜୟସୀ ଓ ଯାତ୍ରୀଙ୍କ ସହ କଥାବାର୍ତ୍ତା କରନ୍ତି

ତାଙ୍କ ସହ କଥା ହେବା ଓ ସେଲଫି ନେବା ପାଇଁ ଲୋକେ ଉତ୍ସାହ ଦେଖାନ୍ତି

ସେଥିପାଇଁ ଅନେକ ଥର ଟ୍ରାଫିକ ଜାମ ହୋଇଥାଏ

ସୋସିଆଲ ମଡିଆରେ ଜୟସୀଙ୍କର ବହୁତ ଫୋଲର୍ସ ଅଛନ୍ତି

ତାଙ୍କୁ ମଡେଲିଂ କରିବାକୁ ଅନେକ ଅଫର ମଧ୍ୟ ଆସିଛି

ଫଟୋରୁ ଜୟସୀ ଜଣେ ଡ୍ରାଇଭର ବୋଲି ଜଣା ପଡନ୍ତି ନାହିଁ

ଏଠି ରଖନ୍ତୁନିି ଝାଡୁ ହୋଇଯିବେ କାଙ୍ଗାଳ