ଏହି ମହିଳାଙ୍କ କେଶକୁ ନେଇ ପୁରୁଷମାନେ ଦିୱାନା, ସବୁଦିନ କରନ୍ତି ପ୍ରୋପଜ । କେଶ କାଟିବା ବଦଳରେ କୋଟିକୋଟି ଟଙ୍କା ଦେବା ପାଇଁ ମଧ୍ୟ ପ୍ରସ୍ତୁତ

ଦୁନିଆରେ ବହୁତ ଝିଅ ଅଛନ୍ତି ଯେଉଁମାନଙ୍କର କେଶ ବହୁତ ଲମ୍ବା ଓ ସୁନ୍ଦର

ଏତେ ସୁନ୍ଦର କେଶ ଦେଖି ଲୋକମାନେ ପାଗଳ ହୋଇଯାଆନ୍ତି

ଆଜି ଆମେ ଆପଣଙ୍କୁ ସେଭଳି ଏକ ମହିଳାଙ୍କ ବାବଦରେ କହିବାକୁ ଯାଉଛି

ଏହି ମହିଳାଙ୍କ ନାମ ଜୈସ୍ମିନ ଲାର୍ସନ,ତାଙ୍କର ବୟସ ୨୨ ବର୍ଷ

ଜୈସ୍ମିନଙ୍କ କେଶର ଲମ୍ବ ୪ ଫୁଟ ୭ଇଞ୍ଚ

ଜୈସ୍ମିନଙ୍କ ଅନୁସାରେ ତାଙ୍କୁ ବିବାହ ପାଇଁ ୧୦୦ରୁ ଅଧିକ ପ୍ରସ୍ତାବ ଆସି ସାରିଛି

ସେତିକି ନୁହେଁ ଜଣେ ବ୍ୟକ୍ତି କେଶ କାଟିବା ପାଇଁ ଜୈସ୍ମିନଙ୍କୁ ୨.୬୪କୋଟି ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ

କିନ୍ତୁ ଜୈସ୍ମିନ ଏହି ପ୍ରସ୍ତାବକୁ ରୋକଠୋକ ମନା କରିଦେଇଥିଲେ

୧୭ ବର୍ଷ ବୟସରୁ ଜୈସ୍ମିନ କେଶ ରଖିବା ଆରମ୍ଭ କରିଥିଲେ