ଭାରତରେ IAS,IPS,IFS ହେଉଛନ୍ତି ସର୍ବୋଚ୍ଚ ଅଧିକାରୀ

ସିଭିଲ ସର୍ଭିସ୍‌ ପାଇଁ କଠି ପରିଶ୍ରମ ସହ ପ୍ରିଲିମ୍ସ, ମେନ୍ସ ଏବଂ ଇଣ୍ଟରଭ୍ୟୁ ଭଳି ସ୍ତର ଦେଇ ଯିବାକୁ ପଡେ।

ଏହା ପରେ ଯାଇ ଚାକିରି ମିଳେ ଏବଂ ବିଭାଗ ବଣ୍ଟନ କରାଯାଇ ଦାୟିତ୍ବ ଦିଆଯାଏ।

ଏହା ପରେ ଯାଇ ଚାକିରି ମିଳେ ଏବଂ ବିଭାଗ ବଣ୍ଟନ କରାଯାଇ ଦାୟିତ୍ବ ଦିଆଯାଏ।

ଭାରତରେ ୩ ପ୍ରକାରର ସିଭିଲ୍ ସେବା ବ୍ୟବସ୍ଥା ରହିଛି।

ଅଖିଳ ଭାରତୀୟ ସିଭିଲ୍ ସେବା, କେନ୍ଦ୍ରୀୟ ସିଭିଲ୍ ସେବା ଓ ରାଜ୍ୟ ସିଭିଲ୍‌ ସେବା।

ତେବେ ଭାରତରେ ପ୍ରଶାସନିକ ଅଧିକାରୀମାନଙ୍କ ଦରମା କେତେ? ଆପଣ ଜାଣିଛନ୍ତି କି?

IAS, IPSଙ୍କ ପ୍ରାରମ୍ଭିକ ଦରମା ୫୬,୧୦୦ ଟଙ୍କା ରହିଥାଏ।

ସେହିଭଳି  IFSଙ୍କ ଦରମା ୩୯,୧୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। 

ସେହିଭଳି ସିଭିଲ୍‌ ସର୍ଭିସ୍ ଅଧିକାରୀଙ୍କ ସର୍ବାଧିକ ଦରମା ୨,୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ।