ନିଜ ବିବାହରେ ଫୁଲତୋଡା ବଦଳରେ ବନ୍ଧୁକ ଧରି ପହଞ୍ଚିଲେ, କନ୍ୟା କିନ୍ତୁ କାହିଁକି

ଇସ୍ରାଇଲ ଯୁବତୀ ଜଣଙ୍କ ନିଜ ସ୍ବାମୀଙ୍କୁ ବନ୍ଧୁକ ଧରାଇଲେ

୨୭ ବର୍ଷୀୟ ଅରିନ ଜୁଲି ଜାନୁଆରୀ ୨୦୨୩ରେ ବିବାହ କରିଥିଲେ

ଅସ୍ତ୍ରଶସ୍ତ୍ର ପ୍ରିୟ ଜୁଲି ନିଜ ବିବାହକୁ ୱେଡିଂ ଡ୍ରେସ ସହ ବନ୍ଧୁକ ଧରି ଯାଇଥିଲେ

ନିଜେ ଗୋଲାପୀ ରଙ୍ଗର ବନ୍ଧୁକ ଓ ବର କଳା ରଙ୍ଗର ବନ୍ଧୁକ ଧରିଥିଲେ

ଜୁଲି ପୂର୍ବରୁ ସେନାରେ କାମ କୁରଥିଲେ, ଯେଉଁଥିପାଇଁ ବନ୍ଧୁକ ଚାଳନାରେ ସେ ଦକ୍ଷ

ସେନା ପୋଷାକରେ ତା୍ଙ୍କର ବନ୍ଧୁକ ଚାଳନା ଭିଡିଓ ବେଶ ଲୋକପ୍ରିୟ

ଜୁଲିଙ୍କ ଫ୍ୟାନ ତାଙ୍କୁ ବନ୍ଧୁକ ରାଣୀ ଡାକନ୍ତି

ଜୁଲିଙ୍କ ଫ୍ୟାନ ତାଙ୍କୁ ବନ୍ଧୁକ ରାଣୀ ଡାକନ୍ତି

ଦୁନିଆର ସବୁଠୁ ହଟ ଟ୍ୟାକ୍ସି ଡ୍ରାଇଭର, ଭେଟନ୍ତୁ ତାଙ୍କୁ