ସ୍ବାସ୍ଥ୍ୟ ସୁରକ୍ଷା ଆଜିକାଲି ବଡ ଚ୍ୟାଲେଞ୍ଜ ହୋଇଗଲାଣି।

ଖାଦ୍ୟପେୟରେ ଅନିୟମିତତା କାରଣରୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି।

ସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ଶରୀର ପାଇଁ ଲାଭ ଦାୟକ।

ସକାଳୁ ଚା-କଫି ବଦଳରେ ଲେମ୍ବୁ ପାଣି ପିଇଲେ ମିଳେ ଗଜବ୍‌ ଫାଇଦା।

More Stories

Survey Report: କେଉଁଭଳି ପୁରୁଷଙ୍କୁ ପସନ୍ଦ କରନ୍ତି ଯୁବତୀ? ସର୍ଭେରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା, ଜାଣନ୍ତୁ...

Health Tips: କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍ ପସ୍ତେଇବେ

ଲେମ୍ବୁ ପାଣିରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ କାର୍ବୋହାଇଡ୍ରେଟ୍‌ ଥାଏ।

ସକାଳୁ ଲେମ୍ବୁ ପାଣି ପିଇଲେ ଓଜନ ହ୍ରାସ ପାଇଥାଏ ଏବଂ କମ୍‌ ଭୋକ ଲାଗିଥାଏ।

ଲେମ୍ବୁ ପାଣିରେ ପ୍ରଚୁର ପରିମାଣର ଭିଟାମିନ୍‌-C ଥାଏ ଯାହାକି ଇମ୍ୟୁନିଟି ବୃଦ୍ଧି କରେ।

ଚର୍ମ ପାଇ ଖୁବ୍‌ ଲାଭଦାୟକ ଲେମ୍ବୁ ପାଣି।

ସେହିଭଳି ରକ୍ତ ଚାପ କମ୍‌ କରିବା ପାଇଁ ଲେମ୍ବୁ ପାଣି ଖୁବ ଭଲ କାମ କରିଥାଏ।

ସକାଳୁ ଲେମ୍ବୁ ପାଣି ପିଇଲେ ଡାଇବେଟିସ୍‌ କଣ୍ଟ୍ରୋଲରେ ରହିଥାଏ।