ମହାରଣା ପ୍ରତାପ ଥିଲେ ଭାରତର ଶକ୍ତିଶାଳୀ ରାଜାଙ୍କ ମଧ୍ୟରେ ଅନ୍ୟତମ। ଯାହାଙ୍କ ନାମ ଶୁଣିବା ମାତ୍ରେ ଡରିଯାଉଥିଲେ ମୋଗଲ।

ମହାରଣା ପ୍ରତାପ-ଦ ଗ୍ରେଟ୍ ଆକବରଙ୍କ ମଧ୍ୟରେ ହୋଇଥିବା ବ୍ୟାଟଲ ଅଫ ହଳଦୀଘାଟୀକୁ ଆଜି ବି ଭୁଲିନାହାଁନ୍ତି ଇତିହାସବିତ୍।

ଦ ଗ୍ରେଟ୍ ଆକବର ମେୱାଡ଼କୁ ନିଜ ଅଧିନରେ ରଖିବାକୁ ଚାହୁଁଥିଲେ।

ସେହି ସମୟରେ ମେୱାଡ଼ର ରାଜା ଥିଲେ ମହାରଣା ସିଂହ ପ୍ରତାପ।

ଆକବର ଅନେକ ଥର ଦୂତ ପଠାଇ ମେୱାଡ଼କୁ ନିଜ ଅଧିନରେ ସାମିଲ କରିବାକୁ ଚେଷ୍ଟା କରିଥିଲେ।

ଖାଲି ଏତିକି ନୁହେଁ ମହାରଣା ପ୍ରତାପଙ୍କୁ ନିଜ ବନ୍ଧୁ କରିବାକୁ ଚାହୁଁଥିଲେ ଆକବର।

ହେଲେ ମହାରଣା ପ୍ରତାପ ଆକବରଙ୍କ ବନ୍ଧୁତ୍ବକୁ ଗ୍ରହଣ କରିନଥିଲେ।

ଆକବରଙ୍କ ଅଧିନତା ସ୍ବୀକାର କରିବାକୁ ଚାହୁଁନଥିଲେ ମହାରଣା ପ୍ରତାପ।

ସେ ମୋଗଲଙ୍କ ଆକ୍ରମଣ ବିରୋଧରେ ଅନେକ ଥର ପ୍ରତିବାଦ କରିଥିଲେ।

କୁହାଯାଏ ଯେ ମହାରଣା ପ୍ରତାପଙ୍କ ମୃତ୍ୟୁ ସମୟରେ ଦ ଗ୍ରେଟ୍ ଆକବରଙ୍କ ଆଖିରେ ଲୁହ ଆସିଯାଇଥିଲା।

ଏହାପରେ ମହାରଣା ପ୍ରତାପଙ୍କୁ ଭାରତର ଶକ୍ତିଶାଳୀ ରାଜାର ଆଖ୍ୟା ଦେଇଥିଲେ ଆକବର।

ଏମିତି ଦେଶ, ଯେଉଁଠାରେ ମଶାଙ୍କୁ ମାରିବା ପାପ...