ଦେଖନ୍ତୁ ଓଡ଼ିଶାର ୧୦ ପ୍ରତ୍ୟକ୍ଷ ଦେବୀ ପୀଠ, ଭକ୍ତଙ୍କ ମନ କଥା ବୁଝନ୍ତି ମା

ମା ବାଲିଚଣ୍ଡୀ, ବ୍ରହ୍ମଗିରି, ପୁରୀ-ମାଙ୍କର ଦିନରେ ଦୁଇଟି ବେଶ ହୁଏ । ପ୍ରତ୍ୟେକ ଦିନ ବିଜୟ ବିଗ୍ରହକୁ ମନ୍ଦିର ପରିକ୍ରମା କରାଯାଏ । ମାଙ୍କର ବାଲି ମୁଠାଏ ମଧ୍ୟ ଭାରୀ ଶକ୍ତିଶାଳୀ ।

ମା ଭୈରବୀ, ପୁରୁଣା କଟକ, ବୌଦ୍ଧ-ଷୋଳ ପୂଜା ବା ଗୁପ୍ତ ପୂଜା ସମୟରେ ୧୬ ଦିନ ଭକ୍ତ ଦର୍ଶନ କରିପାରନ୍ତି ନାହିଁ । ମା ଦଶହରା ଦିନ ଦର୍ଶନ ଦିଅନ୍ତି ।

ମା ଚର୍ଚ୍ଚିକା, ବାଙ୍କୀ, କଟକ-ଛୋଟ ଛୁଆଙ୍କ ରୋଗ ବୈରାଗ ପାଇଁ ପ୍ରସିଦ୍ଧ ହେଉଛି ଏହି ପୀଠ । 

ମା ସୁରେଶ୍ବରୀ, ସୋନପୁର, ସୁବର୍ଣ୍ଣପୁର-ମନ୍ତ୍ରଯନ୍ତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ମନ୍ଦିର ବେଶ ପ୍ରତ୍ୟକ୍ଷ । ଥରେ ଭକ୍ତିର ସହ ମାଙ୍କୁ ଡାକିଲେ ସେ ମନୋସ୍କାମନା ପୂରା କରନ୍ତି ।

ମା ବିରଜା, ଯାଜପୁର-ସର୍ବ ପ୍ରାଚୀନ ଶକ୍ତିପୀଠ ଭାରତର ବିରଳ ଦ୍ବିଭୁଜା ଦୁର୍ଗା । 

ମା ବିରଜା, ଯାଜପୁର-ସର୍ବ ପ୍ରାଚୀନ ଶକ୍ତିପୀଠ ଭାରତର ବିରଳ ଦ୍ବିଭୁଜା ଦୁର୍ଗା ।ମା ମାଣିକେଶ୍ବରୀ, ଭବାନୀପାଟଣା, କଳାହାଣ୍ଡି-ମାଙ୍କ ଗମ୍ଭୀରରେ ଜଳେ ନାହିଁ ବିଦ୍ୟୁତ ଲାଇଟ. ଦୀପର ଝାପସା ଆଲୁଅରେ ହୁଏ ଦର୍ଶନ । 

ମା ତାରିଣୀ ଘଟଗାଁ, କେନ୍ଦୁଝର-ମାନସିକ ପୂରଣ କରୁଥିବା ପ୍ରତ୍ୟକ୍ଷ ଦେବୀ । ସିନ୍ଦୁରାବତୀ ନଡିଆ ରାଣୀ...ପଣା ସଂକ୍ରାନ୍ତି ଓ ମାଟି ଘୋଡ଼ା ପାଇଁ ପ୍ରସିଦ୍ଧ ।

ମା ବରାଳ ଦେବୀ, କନ୍ଧମାଳ-ଶୂନଶାନ ରାତିରେ ବାଜେ ମନ୍ଦିର ଘଣ୍ଟା । ଚାଉଳ ମୁଠାଏରେ ଭଲ ହୁଏ ରୋଗ ବୈରାଗ ।

ମା ଭଣ୍ଡାର ଘରଣୀ, ନବରଙ୍ଗପୁର-ମାଙ୍କୁ ସିଧା ସିଧା ଦେଖିବାମନା । ଦର୍ପଣରେ ଦେଖି ଦର୍ଶନ କରାଯାଏ । ଧନଧାନ୍ୟର ଦେବୀ ସେ ।

ରାତି ଅଧରେ ଲାଲ କିଲ୍ଲା ଛାଡ଼ି ପଳାଇଥିଲେ ରାଜକୁମାରୀ