ମା ପେଟରୁ ବି ହୁଏ କଳା ଯାଦୁ, କାହାଣୀ ଜାଣିଲେ ଥରିଉଠିବେ ଆପଣ

୨୦୧୫ରେ ଆସିଥିବା ହରର ଫିଲ୍ମ Exorcism of Emily Rose ସମସ୍ତଙ୍କୁ ଡରାଇଦେଇଥିଲା

ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ ଥିଲା ଯେଉଁଥିରେ Anneliese Michel ନାମକ ଜଣେ ଝିଅ ଉପରେ ତିଆରି ହୋଇଥିଲା

ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ ଥିଲା ଯେଉଁଥିରେ Anneliese Michel ନାମକ ଜଣେ ଝିଅ ଉପରେ ତିଆରି ହୋଇଥିଲା

ଅନ୍ନିଲିଏସେର ମୃତ୍ୟୁର ପଚାଶ ବର୍ଷ ପରେ ପ୍ରଷ୍ଟସ ମୃତ୍ୟୁ କାରଣ କହିଥିଲେ

ଜଣେ ବିଶେଷଜ୍ଞ ଅନ୍ନିଏଲସେଙ୍କ ଉପରେ ଅନୁସନ୍ଧାନ କରିଥିଲେ । ମା ପେଟରେ ଥିବା ଅବସ୍ଥାରେ ତାଙ୍କ ଉପରେ କଳା ଯାଦୁ ହୋଇଥିଲା ବୋଲି ସେ ଜାଣିବାକୁ ପାଇଥିଲେ

୧୦ ମାସ ମଧ୍ୟରେ ଅନ୍ନିଲିଏସେଙ୍କ ଉପରୁ ୬୭ ଥର ଭୂତ ଛଡାଇବାର ପ୍ରୟାସ ହୋଇଥିଲା

କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ରଖାଯାଇପାରିନଥିଲା । ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା

ଅନ୍ନିଲିଏସେଙ୍କ ଜନ୍ମ ୧୯୫୨ରେ ହୋଇଥିଲା । ମାତ୍ର ୨୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା

ଅନ୍ନିଲିଏସେ ବୁଢିଆଣୀ ଧରି ଖାଉଥିଲେ । ନିଜ ପରିସ୍ରା ପିଉଥିଲେ । କେବେକେବେ ପକ୍ଷୀଙ୍କ ମୁଣ୍ଡ ଛିଣ୍ଡାଇ ଖାଉଥିଲେ

କାହିଁକି ମା କାଳୀଙ୍କ ଜିଭ ବାହାରକୁ ବାହାରିପଡିଥିଲା