ମା ସୁରେଶ୍ବରୀ, ସୋନପୁର, ସୁବର୍ଣ୍ଣପୁର-ମନ୍ତ୍ରଯନ୍ତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ମନ୍ଦିର ବେଶ ପ୍ରତ୍ୟକ୍ଷ । ଥରେ ଭକ୍ତିର ସହ ମାଙ୍କୁ ଡାକିଲେ ସେ ମନୋସ୍କାମନା ପୂରା କରନ୍ତି ।
ମା ବିରଜା, ଯାଜପୁର-ସର୍ବ ପ୍ରାଚୀନ ଶକ୍ତିପୀଠ ଭାରତର ବିରଳ ଦ୍ବିଭୁଜା ଦୁର୍ଗା ।ମା ମାଣିକେଶ୍ବରୀ, ଭବାନୀପାଟଣା, କଳାହାଣ୍ଡି-ମାଙ୍କ ଗମ୍ଭୀରରେ ଜଳେ ନାହିଁ ବିଦ୍ୟୁତ ଲାଇଟ. ଦୀପର ଝାପସା ଆଲୁଅରେ ହୁଏ ଦର୍ଶନ ।