ସୁସ୍ଥ ରହିବାକୁ କିଏ ବା ନ'ଚାହେଁ?

ଆମେ ଆପଣଙ୍କ କହିବୁ ସୁସ୍ଥ ରହିବାର ଟପ୍ ୧୦ ଫର୍ମୁଲା

ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ

ଭଲ ଏବଂ ସଠିକ୍ ଖାଦ୍ୟ ଖାଆନ୍ତୁ

ଆଦୌ ଧୂମ୍ରପାନ କରନ୍ତୁ ନାହିଁ

ଶୋଇବାର ସମୟ ଠିକ ରଖନ୍ତୁ ଏବଂ ଭଲ ଭାବେ ଶୁଅନ୍ତୁ

ମଦ୍ୟପାନ କରୁଥିଲେ ସୀମିତ ପରିମାଣର କରନ୍ତୁ

ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ

ବ୍ଲଡ୍‌ ପ୍ରେସର, ମଧୁମେହ, କୋଲେଷ୍ଟ୍ରଲ ଯେପରି ନବଢେ ସେଥିପ୍ରତି ଧ୍ୟାନ ଦିଅନ୍ତୁ

ଏ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ନ୍ୟୁଜ୍‌୧୮ ଓଡିଆ ନିଶ୍ଚିତ କରେ ନାହିଁ।