ମୃତ୍ୟୁର କୂଅଠୁ ବି କମ ନୁହେଁ ଏହି ସଡ଼କ, ଅଙ୍କାବଙ୍କା ଦେଖି ଦୋହଲି ଯିବ ହୃଦୟ

Tilted Brush Stroke

ଚିନରେ ଏପରି ଏକ ସଡ଼କ ଅଛି, ଯେଉଁଥିରେ ୨୪ଟି ଅଙ୍କା ବଙ୍କା ମୋଡ଼ ଅଛି

Tilted Brush Stroke

ଏହି ସଡ଼କର ନାମ ୨୪-Zig Road ଯାହା ଚିନର ଗୁଇଜୋ ପ୍ରାନ୍ତରେ ଅଛି

Tilted Brush Stroke

ଏହି ରୋଡ଼ ନିର୍ମାଣ ୧୯୩୫ରେ ପୂରା ହୋଇଥିଲା

Tilted Brush Stroke

ଏହି ରାସ୍ତାରେ ଏବେ ଲୋକମାନେ ଯାତାୟତ କରୁନାହାନ୍ତି

Tilted Brush Stroke

ଏହି ରାସ୍ତା ୪ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି

Tilted Brush Stroke

କିଛି ରିପୋର୍ଟରେ ଦାବି ହୋଇଛି ଏହି ରାସ୍ତାରେ ଯାଉଥିବା ଟ୍ରକ ପଲଟିଯାଇଛି

Tilted Brush Stroke

ଏହି ରାସ୍ତା ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ତିଆରି ହୋଇଥିଲା । ଯାହାଦ୍ବାରା ଚିନି ଓ ଜାପାନୀ ଲୋକମାନେ ବଞ୍ଚିକି ଯାଇପାରିବେ

Tilted Brush Stroke

ଏହି ସଡ଼କ ଦେଇ ପ୍ରତିଦିନ ୨୦୦୦ ଟ୍ରକ ଯିବା ଆସିବା କରୁଥିଲା

Tilted Brush Stroke

୨୦୦୬ରେ ଏହି ରାସ୍ତା ଏକ ରାଷ୍ଟ୍ରୀୟ ମାନ୍ୟତା ପାଇଥିଲା

Tilted Brush Stroke

ମା ହିନ୍ଦୁ, ପୁଅ ମୋଗଲ ସମ୍ରାଟ, ଜାଣନ୍ତୁ କିଏ ସେ ବାଦଶାହ