ବାସି ଦହି ପଖାଳ ଖାଇବାକୁ ଭଲ ଲାଗେ କି ?
ବାସି ଦହି ପଖାଳ ଖାଇବାକୁ ଭଲ ଲାଗେ କି ?
ବାସି ଦହି ପଖାଳ ଶରୀର ପାଇଁ କେତେ ଲାଭଦାୟକ ?
ଦହି ପଖାଳର ସ୍ୱାଦ ଯୋଗୁ ଏହାର ଏକ ଖାସ୍ ପରିଚୟ ରହିଛି
ଏହା ବ୍ୟତୀତ ଏହାକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ
ଆସନ୍ତୁ ବାସି ଦହି ପଖାଳ ଖାଇବାର ଲାଭକାରୀ ଗୁଣ କଣ ରହିଛି...
More
Stories
ଆମେରିକା ନୁହେଁ କି, କାନାଡା; ଭାରତରେ ଗଢିପାରିବେ ଭବିଷ୍ୟତ !
ଆମେରିକା ନୁହେଁ କି, କାନାଡା; ଭାରତରେ ଗଢିପାରିବେ ଭବିଷ୍ୟତ !
ଭିଟାମିନ୍ B12ର ଅଭାବ କାହିଁକି ହୁଏ ? ଲକ୍ଷଣ କଣ ?
ଭିଟାମିନ୍ B12ର ଅଭାବ କାହିଁକି ହୁଏ ? ଲକ୍ଷଣ କଣ ?
ବାସି ଦହି ପଖାଳ ପ୍ରୋବାୟୋଟିକ୍ସରେ ଭରପୁର ହୋଇଥାଏ...ଏହା ଆମ ଶରୀର ପାଇଁ ବହୁତ୍ ଭଲ...
ବାସି ଦହି ପଖାଳରେ କାର୍ବୋହାଇଡ୍ରେଟ୍ ଓ ପ୍ରୋଟିନ୍ ଭରପୁର ମାତ୍ରାରେ ମିଳିଥାଏ
ଦହି ପଖାଳରେ କ୍ୟାଲୟିୟମ୍, ଭିଟାମିନ୍-ଡି ଓ ପ୍ରୋଟିନ୍ ସହିତ ଅନେକ ପୋଷକ ତତ୍ତ୍ୱ ଭରପୁର ରହିଥାଏ
ଶରୀରରେ ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଓ ଓଜନକୁ ମଧ୍ୟ କମାଇବାରେ ସାହାଯ୍ୟ କରିଥାଏ