ବାସି ଦହି ପଖାଳ ଖାଇବାକୁ ଭଲ ଲାଗେ କି ?

ବାସି ଦହି ପଖାଳ ଶରୀର ପାଇଁ କେତେ ଲାଭଦାୟକ ? 

ଦହି ପଖାଳର ସ୍ୱାଦ  ଯୋଗୁ ଏହାର ଏକ ଖାସ୍‌ ପରିଚୟ ରହିଛି

ଏହା ବ୍ୟତୀତ ଏହାକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ 

ଆସନ୍ତୁ ବାସି ଦହି ପଖାଳ ଖାଇବାର ଲାଭକାରୀ ଗୁଣ କଣ ରହିଛି...

ବାସି ଦହି ପଖାଳ ପ୍ରୋବାୟୋଟିକ୍ସରେ ଭରପୁର ହୋଇଥାଏ...ଏହା ଆମ ଶରୀର ପାଇଁ ବହୁତ୍ ଭଲ...

ବାସି ଦହି ପଖାଳରେ କାର୍ବୋହାଇଡ୍ରେଟ୍‌ ଓ ପ୍ରୋଟିନ୍‌ ଭରପୁର ମାତ୍ରାରେ ମିଳିଥାଏ

ଦହି ପଖାଳରେ କ୍ୟାଲୟିୟମ୍‌, ଭିଟାମିନ୍‌-ଡି ଓ ପ୍ରୋଟିନ୍‌ ସହିତ ଅନେକ ପୋଷକ ତତ୍ତ୍ୱ ଭରପୁର ରହିଥାଏ

ଶରୀରରେ ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଓ ଓଜନକୁ ମଧ୍ୟ କମାଇବାରେ ସାହାଯ୍ୟ କରିଥାଏ