ଓଡ଼ିଶାର ସର୍ବପୁରାତନ ନ‌ଗର Cuttack ସହର

ଭାଇଚାରର ସହରରେ ରହିଛି ବାଉନ ବଜାର ସହ ତେପନଗଳି

ସର୍ବ ପୂରାତନ କଟକ ସହର ଏବେ ନୂଆ ଢ଼ାଞ୍ଚାରେ ସଜେଇ ହେଉଛି

ତାଳଦଣ୍ଡା କେନାଲରେ ବର୍ତ୍ତମାନ ପାର୍କ , ଫୁଡ କୋର୍ଟ , ଜିମ , ବିଭିନ୍ନ ପ୍ରକାରର ଲାଇଟ ଓ ବୋଟିଂ ବ୍ୟବସ୍ଥା ପାଇଁ କାର୍ଯ୍ୟ ଜାରି ରହିଛି

ଏହାକୁ ଅଧିକ  ଆକର୍ଷଣ କରୁଛି ୪୦ ଫୁଟ୍ ର କ୍ଲକ ଟାୱାର

ରାଣୀହାଟ ଅଞ୍ଚଳରେ ଠିଆ ହୋଇଛି ୱାଚ ଟାୱାର ରିଂ ବନ୍ଧ ଠାରୁ ଆରମ୍ଭ କରି ତାଳଦଣ୍ଡା କେନାଲ ଯାଏଁ ଚାରିଆଡେ ଆଖି ଝଲସିଲା ପରି ସୌନ୍ଦର୍ଯ୍ୟକରଣ

ରାଣୀହାଟ ପୋଲରକୁ ସଂଲଗ୍ନ ହୋଇଥିବା ଚାରି ଦିଗ  ରେଳଷ୍ଟେସନ୍ , ବଡ଼ ମେଡ଼ିକାଲ , ଷ୍ଟାଡିୟମ ଓ ଛତ୍ରବଜାରକୁ ରାସ୍ତା ଯାଇଛି , ସେହି ଚୌମୁହାଁଣିଛକରେ ଠିଆ ହୋଇଛି  ‘ କ୍ଲକ ଟାୱାର '

କ୍ଲକ ଟାୱାର , ଯାହା ବହୁଦୂର ପର୍ଯ୍ୟନ୍ତ ଦୃଶ୍ୟ ହେଉଛି ଏବଂ ବିଶ୍ବସ୍ତରୀୟ ଏସିବି ମେଡିକାଲ ର ସ୍ଥିତିକୁ ଦର୍ଶାଉଛି

ଟାୱାରର ଶୀର୍ଷ ଭାଗରେ ଚାରିପଟକୁ ୫ଫୁଟ ଓସାର ଓ ୭ ଫୁଟ ଉଚ୍ଚର ଚାରିଟି ବିଶାଳ ଘଡ଼ି ମଧ୍ୟ ଦୂରଦୂରାନ୍ତକୁ ସମୟର ସୂଚନା ଦେଉଛି

ଉଦଘାଟନ ଅପେକ୍ଷା ରେ ରହିଛି ଏହି କ୍ଲକ ଟାୱାର