ଆପଣଙ୍କ ଶରୀରେ କ୍ୟାଲସିୟମ ଅଭାବ ରହିଛି କି ?

ଚାଲିବାରେ ଅସୁବିଧାର ସମ୍ମୁଖୀନ  ହେଉଛନ୍ତି କି ? 

ଘିଅର ଉପକାରିତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବକୁ ପୂରଣ କରିବ 

ଘିଅରେ ଛଣା ଜିନିଷ ଖାଇଲେ କଣ ଲାଭ ମିଳିବ ? ତେବେ ଆସନ୍ତୁ ଜାଣିବା...

ଆଣ୍ଟିଅକ୍ସିଡାଣ୍ଟ ଓ ଆମିନୋ ଏସିଡ୍ ଭରପୂର ଘିଅ ଚର୍ମ ପାଇଁ ବହୁତ ଭଲ

ଏହା ଆପଣଙ୍କ ଚର୍ମ ଓ କେଶ ପାଇଁ ମଧ୍ୟ ଭଲ 

ଏହା ହାଡ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ

ଘିଅରେ କ୍ୟାଲୋରୀ ପରିମାଣ କମ୍, ଯାହା ଆପଣଙ୍କ ପେଟକୁ ପୂର୍ଣ୍ଣ ରଖେ

ଆପଣ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରୁହନ୍ତି

ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ମଧ୍ୟ ଘିଅ ଖାଇପାରିବେ