ଅନେକ ସମୟରେ ଆମେ ଅଲୌକିକ ଶକ୍ତିର ଝଲକ ଦେଖିବାକୁ ପାଇଥାଉ

ଯାହା ଏହି ଧରାପୃଷ୍ଠରେ ଦୈବଶକ୍ତିର ଆଭାସ  ଦେଇଥାଏ

 ନିକଟରେ ମଧ୍ୟ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି

ମାଳିକାରେ ବିଶ୍ବାସୀ ମାନଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି

୬୦ ଫୁଟ ଉଚ୍ଚତାର ଏକ ତୁଳସୀ ଗଛ ଦୃଶ୍ୟମାନ ହୋଇଛି

ଏହା ସାଲେପୁର ବ୍ଲକ ବାଲିସାହି ଗାଁରେ ରହିଛି

ତୁଳସୀ ଗଛର ଉଚ୍ଚତା ସାଧାରଣତଃ ୪ଫୁଟ ରହୁଥିବା ବେଳେ ଏହା କିନ୍ତୁ ୬୦ ଫୁଟ

ଏହାକୁ ସତ୍ୟ ଯୁର ଗଙ୍ଗା ତୁଳସୀ ବୋଲି କୁହାଯାଉଛି

ଅଲୌକିକ କଥା ହେଲା ଏହାର ଆଦୌ ବାସ୍ନା ନାହିଁ

ବୃକ୍ଷର ପତ୍ର ଅବିକଳ ତୁଳସୀ ପତ୍ର ଭଳି ମାଳିକା ବର୍ଣ୍ଣିତ ପୀଠ ନିକଟରେ ଏହାର ଅବସ୍ଥିତି ଥିବାରୁ ଦେଖିବାକୁ   ଲୋକଙ୍କ ଭିଡ ଲାଗୁଛି

ପାର୍ଟନରଙ୍କର କରନ୍ତୁ ଏହି ମେଡିକାଲ ଟେଷ୍ଟ, ହେବନି ସମସ୍ୟା