Social Media କରିଛି ଜେଜେମାଙ୍କୁ ଷ୍ଟାର

୮୦ ବର୍ଷୀୟା ବୃଦ୍ଧା ଏବେ ସବୁଠାରେ ଚର୍ଚ୍ଚାରେ

ଦେଶୀ ଷ୍ଟାଇଲର ଖାଦ୍ୟ ପ୍ରସ୍ତୁତ କରି ସବୁଠାରେ ସାଉଁଟୁଛନ୍ତି ପ୍ରଶଂସା

ୟ୍ୟୁଟୁବରେ @JejeMaaHandisala ଚ୍ୟାନେଲ ଖୋଲି କରୁଛନ୍ତି ଦେଶୀ ଖାଦ୍ୟ ପ୍ରସ୍ତୁତ

ନାତୁଣୀଙ୍କ ସହାୟତା ରେ କରୁଛନ୍ତି ଏହି ଭିଡିଓ ପୋଷ୍ଟ

ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକର କୋକିଳା ନାୟକ

ପୁରୁଣା ଯୁଗର ହାତରନ୍ଧା ଖାଦ୍ୟକୁ Digital ପ୍ଲାଟଫର୍ମରେ ଦେଖାଇ ସାଉଁଟଛନ୍ତି ଲୋକଙ୍କ ଭଲ ପାଇବା

ଜେଜେମାଙ୍କ Youtube ରେ ରହିଛନ୍ତି  ୩୮ ହଜାରରୁ ଅଧିକ ଅନୁଗାମୀ

ଆମିଷ ନିରାମିଷ ଅନେକ ସୁସ୍ବାଦୁ ବ୍ୟଞ୍ଜନ କରୁଛନ୍ତି ଜେଜେମା ଓ ନାତୁଣୀ  ଯୋଡି

ଚୂନାମାଛ ଚଡଚଡି, ସାରୁ ଶାଗ, ମାଟି ହାଣ୍ଡି ମଟନ, କଖାରୁ ଡଙ୍କ ଆଦି କରି ଭଲ ଦୁଇ ପଇସା କରୁଛନ୍ତି ରୋଜଗାର

ବହୁତ ରୋମାଣ୍ଟିକ ହୋଇଥାଆନ୍ତି ଏହି ରାଶିର ଝିଅମାନେ