ଓଡ଼ିଶାର ୯ଟି ରେମାଣ୍ଟିକ୍ ସ୍ଥାନ ଯାହା ଆପଣଙ୍କ ସାଥୀଙ୍କ ବୁଲିପାରିବେ...
ଆପଣ ଏହି ୯ଟି ସ୍ଥାନ ବୁଲି ଅନେକ ସ୍ମତି ସାଉଁଟି ପାରିବେ...
ପୁରୀ ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧ...ନିଶ୍ଚୟ ଥରେ ବୁଲିବାକୁ ଯାଆନ୍ତୁ...
କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର ଅବସ୍ଥିତ ।
ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ । ଭୁବନେଶ୍ୱରକୁ ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କରିବା ପାଇଁ ଗଠିତ କରାଯାଇଥିଲା, କିନ୍ତୁ କିଛି ଅସୁବିଧା ପାଇଁ ତାହା ୨୪ବର୍ଷ ପରେ ୧୯୭୨ମସିହାରେ ରାଜଧାନୀ ହେଲା ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି ।
More
Stories
Food: ମହଙ୍ଗା ଯୁଗରେ ଶସ୍ତା ଜଳଖିଆ; ୫୦ ପଇସାରେ ମିଳୁଛି ପିଆଜି !
ବଦଳିବ ଯାତାୟତର ପରିଭାଷା; ମିନିଟ୍ରେ ସରିବ ଘଣ୍ଟାକର ବାଟ, IIT ଛାତ୍ରଛାତ୍ରୀ ତିଆରି କଲେ ହାଇସ୍ପିଡ୍ ଟ୍ରେନ୍
ଏହି ରାଶିର ଲୋକଙ୍କ ଜୀବନରେ ଘଟିବ ବଡ଼ ସମସ୍ୟା; ରୁହନ୍ତୁ ସାବଧାନ !
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଖାରିଆ ହ୍ରଦ...ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ...
ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ । ଏଠାରେ ମହାବଳ ବାଘ, ହରିଣ ଓ ଅନ୍ୟାନ୍ୟ ଜାତିର ଜୀବଜନ୍ତୁ ବାସ କରନ୍ତି ।
ନନ୍ଦନକାନନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଚନ୍ଦକା ଜଙ୍ଗଲ ଭିତରେ ପ୍ରାକୃତିକ ପରିବେଶରେ ଥିବା ଚିଡ଼ିଆଖାନା । ଏହା ମୋଟ ୪୦୦ ହେକ୍ଟର ଜମି ମଧ୍ୟରେ ଚିଡିଆଖାନା ଓ ବଟାନିକାଲ ବଗିଚା ରହିଛି ।
ଦାରିଙ୍ଗବାଡ଼ି, ଓଡ଼ିଶାର ଏକ ମାତ୍ର ପର୍ବତୀୟ ସ୍ଥାନ, ଯେଉଁଠାରେ ଶୀତ ଦିନରେ ବରଫପାତ ହୋଇଥାଏ। ଏଥି ପାଇଁ ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର ମଧ୍ୟ କୁହାଯାଏ ।