Tooltip
କଟକ ମାଟିରେ ଫଳିଛି ଅଙ୍ଗୁର ପେନ୍ଥା।
Tooltip
ଓଡ଼ିଶା ଜଳବାୟୁ ସାଧାରଣତଃ ଅଙ୍ଗୁରଗଛ ପାଇଁ ଉପଯୋଗୀ ନୁହେଁ ।
Tooltip
ଶୁଷ୍କ, ଅର୍ଦ୍ଧଶୁଷ୍କ ତଥା ମରୁପ୍ରାନ୍ତିୟ
ଜଳବାୟୁରେ ଏହି ଚାଷ ହୁଏ।
Tooltip
କଟକ ମଙ୍ଗଳାବାଗ ନିକଟସ୍ଥ ଏସିବି ମେଡିକାଲ ପାଖରେ ଦେଖିବାକୁ ମିଳିଛି ଏହି ଅଙ୍ଗୁର ଗଛ ।
Tooltip
କିଛି ବର୍ଷ ପୂର୍ବେ ସାଇ ବାବାଙ୍କ ପାଖରୁ ଅଙ୍ଗୁର ଗଛ ଆଣିଥିଲେ ଜଣେ ଶ୍ରଦ୍ଧାଳୁ ।
Tooltip
ଅଙ୍ଗୁର ଗଛ ଆଣି କଟକସ୍ଥିତ ଏସିବି ମେଡିକାଲ ପାଖରେ ଥିବା ସାଇ ବାବାଙ୍କ ମନ୍ଦିର ପାଖରେ ଗଛ ଲଗାଇଥିଲେ।
Tooltip
ସାଇ କୁଟୀର ପରିସରରେ ଅଙ୍ଗୁର ଗଛଟି ବଢ଼ିଥିବାରୁ ଏହାକୁ ସାଇଙ୍କ କୃପା ବୋଲି କହିଛନ୍ତି ପୂଜକ ।
Tooltip
ଗଛରେ ଅଙ୍ଗୁର ଫଳିବ ବୋଲି ସେ କେବେ ବି ବିଶ୍ୱାସ କରିନଥିଲା ।
Tooltip
ତାଙ୍କର ଚାଷବାସରେ ଏତେଟା ଅଭିଜ୍ଞତା ନଥିଲେ ବି ନିଜ ଦୃଢ ଇଚ୍ଛାଶକ୍ତି ବଳରେ ସେ ଅସମ୍ଭବକୁ ବି ସମ୍ଭବ କରି ଦେଖାଇଛନ୍ତି ।
Tooltip
ଶ୍ରଦ୍ଧାଳୁଙ୍କ ଦୃଢ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ଆଜି କଟକ ମାଟିରେ ଫଳିଛି ପେନ୍ଥା ପେନ୍ଥା ଅଙ୍ଗରୁ ।
Learn more