ହଜାର ହଜାର ଝିଅ ଏୟାର ହୋଷ୍ଟେସ୍ ହେବାର ସ୍ୱପ୍ନ ଦେଖନ୍ତି

ଏୟାର ହୋଷ୍ଟେସ୍ କେବଳ କ୍ୟାରିୟର ଦୃଷ୍ଟିରୁ ନୁହେଁ ବରଂ ଏହି କାମରେ ଦରମା ଅଧିକ

ଏୟାର ହୋଷ୍ଟେସ୍ ହେବା ପାଇଁ ଯୋଗ୍ୟତା କ’ଣ ?

ଏୟାର ହୋଷ୍ଟେସ୍ କେତେ ଦରମା ମିଳେ ?

ଅତି କମରେ ସ୍ନାତକୋତ୍ତର ଡିଗ୍ରୀ ରହିବା ଉଚିତ୍

ପ୍ରାର୍ଥୀଙ୍କ ଉଚ୍ଚତା ଅତି କମରେ ପାଞ୍ଚ ଫୁଟ ୨ ଇଞ୍ଚ ହେବା ଉଚିତ୍ 

ଶାରୀରିକ ଭାବେ ଫିଟ୍ ହେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ

ବୟସ ୧୭ ରୁ ୨୬ ବର୍ଷ ମଧ୍ୟରେ ହେବା ଉଚିତ୍

ଆବେଦନ ସମୟରେ ଅବିବାହିତ ମଧ୍ୟ ହେବା ଜରୁରୀ

ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯାଏ