ଆଜି ଆମେ ଯେଉଁ ବିଷୟରେ କହିବାକୁ ଯାଉଛୁ ହୁଏତ ବୁହତ କମ୍ ଲୋକ ଏହା ବିଷୟରେ ଜାଣିଥିବେ।

ଏଠାରେ ରହିଛି ବହୁ ଚର୍ଚ୍ଚିତ ଅବଧୂତ ମଠ। ଯାହାକୁ ନେଇ ଅନେକ ଅଲୌକିକ ଓ ରହସ୍ୟମୟ କାହାଣୀ ରହିଛି

ଏହି ମଠରେ ଗୋଟିଏ ଏମିତି ରୀତିନୀତି ରହିଛି ଯାହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ

ଏଠାରେ ସୂର୍ଯ୍ୟଦେବ ପୂଜା ପାଉଥିବା ବେଳେ ଏହି ମଠରେ ଘୁଷୁରୀ ମାଂସ ଭୋଗ ହୁଏ

ପ୍ରତ୍ୟେକ ବକୁଳ ଅମାବାସ୍ୟା ତିଥିରେ ଏଠାରେ ଘୁଷୁରୀ ମାଂସରେ ତୁଳସୀ ପଡ଼ି ଭୋଗ ଲାଗି ହୁଏ

ଆପଣଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଉ ଏଭଳି ପରମ୍ପରା ପଛରେ ରହିଛି ଏକ ନିଆରା କାହାଣୀ

ଯାହା କିମ୍ବଦନ୍ତୀ କୁହେ ରାଜା ରାଜୁଡ଼ା ଅମଳରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ବିଦେଶୀ ଶକ୍ତିର ଆକ୍ରମଣରୁ ମଠକୁ ରକ୍ଷା କରିବା ପାଇଁ ଏଠାରେ ଘୁଷୁରୀ ମାଂସ ଲାଗି ହୁଏ

ଆଉ ଏହା ଶତାଧିକ ବର୍ଷ ହେଲା ପାଳନ ହୋଇ ଆସୁଛି

ପୁରାତନ ଯୁଗରୁ ଆଜି ପର୍ଯ୍ୟନ୍ତ ଏଠାରେ ଘୁଷୁରୀ ମାଂସ ଭୋଗ ଲାଗି ହୋଇଆସୁଛି

କିସ୍ ଆପଣଙ୍କ ଶରୀରରୁ ଖୁସି ହରମୋନ୍ ମୁକ୍ତ କରିଥାଏ, ଯାହା ଆପଣଙ୍କ ଚିନ୍ତା ଏବଂ ଚାପ ଦୂର କରିଥାଏ। ଏହା ସହିତ ମୁଖର ମାଂସପେଶୀ ଶକ୍ତିଶାଳୀ ମଧ୍ୟ ହୁଏ।