ଆକବର କାହିଁକି ନିଜ ଝିଅଙ୍କର ବିବାହ କରିନଥିଲେ

ହିନ୍ଦୁସ୍ଥାନରେ ଅନେକ ବର୍ଷ ପର୍ଯ୍ୟନ୍ତ ମୋଗଲ ବାଦଶାହଙ୍କ ରାଜ ଚାଲୁଥିଲା । ଏହି ସମୟରେ କିଛି ସମ୍ରାଟଙ୍କର ଚର୍ଚ୍ଚା ମଧ୍ୟ ହୋଇଥିଲା

ମୋଗଲ ଶାସକଙ୍କ ମଧ୍ୟରେ ଆକବର ନିଜର ଶାନ-ସୌକତ ପାଇଁ ପ୍ରସିଦ୍ଧ ଥିଲେ । ଆସନ୍ତୁ ଜାଣିବା କିଛି କୌତୁହଳ କଥା ବାବଦରେ...

ମୋଗଲ ଇତିହାସରେ କିଛି ବାଦଶାହ ଅଛନ୍ତି ଯେଉଁମାନଙ୍କ ଝିଅ ଆଜୀବନ କୁଆଁରୀ ରହିଛନ୍ତି । ଆସନ୍ତୁ ଜାଣନ୍ତୁ ଆକବର କାହିଁକି ନିଜ ଝିଅର ବିବାହ କରିନଥିଲେ

ଆକବରଙ୍କ ତିନିଜଣ ଝିଅ ଥିଲେ । ସେମାନଙ୍କ ମଧ୍ୟରୁ କେହି ବିବାହ କରିନଥିଲେ । ଆକବରଙ୍କର ଝିଅମାନେ ପୂରା ଜୀବନ ଏକାକୀ ବିତାଇଥିଲେ

ଆକବର କାହା ଆଗରେ ମୁଣ୍ଡ ନଇଁବାକୁ ପସନ୍ଦ କରୁନଥିଲେ । ଝିଅ ମାନଙ୍କ ବିବାହ କରିଥିଲେ ବରଘର ଆଗରେ ନଇଁବାକୁ ପଡିଥାନ୍ତା । 

ଏହି କାରଣରୁ ଆକବର ସେମାନଙ୍କ ବିବାହ କରାଇନଥିଲେ । ସେମାନଙ୍କୁ ଜୀବନସାରା କୁମାରୀ ରହିଥିଲେ । ଆକବରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଝିଅମାନେ ବିବାହ କରିନଥିଲେ

ଆକବରଙ୍କ ଝିଅ ଯେଉଁଠି ରହୁଥିଲେ ସେଠି ପୁରୁଷମାନଙ୍କ ଏଣ୍ଟ୍ରି ଉପରେ ବ୍ୟାନ ଥିଲା । ଜଣେ କିନ୍ନର ସେମାନଙ୍କର ଦେଖାଶୁଣା କରୁଥିଲେ

କୁହାଯାଏ ମୋଗଲ ଦୁଆରେ କିନ୍ନରଙ୍କୁ ରଖା ଯାଇଥିଲା । ଯାହା ଦ୍ବାରା ସେମାନଙ୍କୁ କେହି ଦେଖିପାରିବେ ନାହିଁ

ଦୁନିଆର ସବୁଠୁ ସୁନ୍ଦରୀ ଜାସୁସ