Great King: ଇତିହାସ ପୃଷ୍ଠାରେ ସମ୍ରାଟ ଅଶୋକ ଓ ଆକବରଙ୍କ କାହାଣୀ ବହୁତ ଲୋକପ୍ରିୟ। ହେଲେ ଏହି ଦୁଇ ସମ୍ରାଟଙ୍କ ମଧ୍ୟରେ କିଏ ଥିଲେ ସବୁଠୁ ଶକ୍ତିଶାଳୀ ରାଜା। କାହାର ଥିଲା ସବୁଠୁ ବଡ଼ ସାମ୍ରାଜ୍ୟ....

Great King: ଆକବର ଓ ସମ୍ରାଟ ଅଶୋକ ଇତିହାସର ସବୁଠୁ ଚର୍ଚ୍ଚିତ ରାଜା ଥିଲେ।

ଉଭୟ ସମ୍ରାଟଙ୍କ ନୀତିକୁ ନେଇ ଇତିହାସରେ ଅନେକ ଚର୍ଚ୍ଚା କରାଯାଇଛି।

ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ରାଜାଙ୍କ ସାମ୍ରାଜ୍ୟ ସବୁଠୁ ବଡ଼ ଥିଲା।

ସମ୍ରାଟ ଅଶୋ ୩୦୪- ୨୩୨ ଖ୍ରୀ: ପୂ ପର୍ଯ୍ୟନ୍ତ ଶାସନ କରିଥିଲେ।

ସେହିପରି ଦ ଗ୍ରେଟ୍ ଆକବର ୧୫୪୨ରୁ ନେଇ ୧୬୦୫ ମସିହା ପର୍ଯ୍ୟନ୍ତ ଶାସନରେ ଥିଲେ।

ସମ୍ରାଟ ଅଶୋକଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା।

ସେପଟେ ଆକବରଙ୍କ ସାମ୍ରାଜ୍ୟ କେବଳ ଉତ୍ତର-ପଶ୍ଚିମ ସୀମା ପର୍ଯ୍ୟନ୍ତ ବିସ୍ତୁତ ଥିଲା।

ଏମିତି ଦେଖିବାକୁ ଗଲେ ଆକବରଙ୍କ ତୁଳନାରେ ସମ୍ରାଟ ଅଶୋକଙ୍କ ସାମ୍ରାଜ୍ୟ ବହୁତ ବଡ଼ ଥିଲା।

ଉଭୟ ରାଜା ନିଜ ନିଜ ସମୟରେ ବହୁତ ଲୋକପ୍ରିୟ ରାଜା ଥିଲେ। ଏମାନେ ପ୍ରଜାମାନଙ୍କ ଖୁସି ପାଇଁ ସବୁବେଳେ କାମ କରିଥିଲେ।

ରାବଣ ଦହନ ପରେ ଘରକୁ କାହିଁକି ଅଣାଯାଏ ଦହନ କାଠ...