କାମ ଯୋଗୁଁ ଅଧିକାଂଶ ଲୋକମାନେ ଠିକ୍ ଭାବରେ ଶୋଇପାରୁ ନାହିଁନ୍ତି
ଏହି ଅଭ୍ୟାସ ଆପଣଙ୍କୁ ଅନେକ ରୋଗରେ ଆକ୍ରାନ୍ତ କରିପାରେ
ନିକଟରେ ଏହାକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରିଥିଲେ
ଯେଉଁଥିରେ ଜଣାପଡ଼ିଛି ଯେ ବିଳମ୍ବିତ ରାତିରେ ଶୋଉଥିବା ଲୋକଙ୍କୁ ଟାଇପ୍ ୨ ଡାଇବେଟିଜ୍ ହେବାର ଆଶଙ୍କା ଅଧିକ ରହୁଛି
ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାହିଁଥାନ୍ତି, ଅନ୍ୟ ଲୋକଙ୍କ ତୁଳନାରେ ସେମାନଙ୍କୁ ରୋଗ ହେବାର ଆଶଙ୍କା ଅଧିକ ଥାଏ
ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାହିଁଥାନ୍ତି ଏବଂ ଦିନରେ ଶୋଇଥାନ୍ତି, ସେମାନଙ୍କର ସ୍ଲିପ ସାଇକେଲ ଖରାପ ହୋଇଥାଏ
ଏହି କାରଣରୁ ଶରୀରର ମେଟାବୋଲିକ୍ ସିଷ୍ଟମ ଖରାପ ହୋଇଯାଏ
ଏହା ଶରୀରରେ ଫ୍ୟାଟ୍ ଜମା କରିଥାଏ
ଟାଇପ୍-୨ ଡାଇବେଟିଜ୍ ପରି ଗମ୍ଭୀର ରୋଗ ସୃଷ୍ଟି କରିଥାଏ
ଲିଙ୍କ୍କୁ କ୍ଳିକ୍ କରି ପଢନ୍ତୁ ଏହି ଖବର...
ଲିଙ୍କ୍କୁ କ୍ଳିକ୍ କରି ପଢନ୍ତୁ ଏହି ଖବର...