ଚା' ପିଇବାକୁ କାହାକୁ ବା ଭଲ ଲାଗି ନଥାଏ

ଭାରତରେ ୭୦ ଭାଗ ଲୋକଙ୍କ ସକାଳ ଚା'ରୁ ଆରମ୍ଭ ହୋଇଥାଏ

 ଶିଶୁ ହୁଅନ୍ତୁ କିମ୍ବା ବଡ ସମସ୍ତେ ଚା' ପିଇବା ଏକ ଅଭ୍ୟାସ କରିନେଇଛନ୍ତି

କିନ୍ତୁ ଶିଶୁଙ୍କୁ ଚା' ପିଇବାକୁ ଅଭ୍ୟାସ କରାଇବା ମସ୍ତ ବଡ ଭୁଲ ହୋଇପାରେ

୧୨ ବର୍ଷରୁ କମ୍‌ ଶିଶୁଙ୍କୁ ଚା' ପିଇବାକୁ ଦେଉଥିଲେ ହୋଇଯାଆନ୍ତୁ ସାବଧାନ

ଚା'ରେ ରହୁଥିବା ଚିନି ଏବଂ କାଫିନ୍‌ ଶିଶୁଙ୍କ ଶରୀର ଓ ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ

୧୨ ବର୍ଷରୁ କମ୍‌ ଶିଶୁ ଚା' ପିଇବା ଦ୍ବାରା ପେଟ ସମସ୍ୟା ଦେଖା ଦେଇଥାଏ

କମ୍‌ ବୟସରୁ ଶିଶୁମାନେ ଗ୍ୟାସ୍‌ ଏବଂ ଅନ୍ୟ ପେଟ ସମସ୍ୟାରେ ପଡିପାରନ୍ତି

ତେଣୁ ଶିଶୁଙ୍କୁ ଚା' ବଦଳରେ ହର୍ବାଲ୍‌ ଟି ର ଅଭ୍ୟାସ କରାଇବା ଉଚିତ

୧୨ ବର୍ଷରୁ କମ୍‌ ବୟସର ଶିଶୁ ଚା' ନପିଇବା ହିଁ ସ୍ବାସ୍ଥ୍ୟ ପାଇଁ ଭଲ