ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ହୋଇଯାଆନ୍ତୁ ସାବଧାନ
ରାତିରେ ହେଭି ଡିନର କରନ୍ତୁ ନାହିଁ
ଶୋଇବା ପୂର୍ବରୁ ୨-୩ଘଣ୍ଟା ପୂର୍ବରୁ ଡିନର କରିନିଅନ୍ତୁ
ଶୋଇବା ପୂର୍ବରୁ କଫି-ଚା ପିଅନ୍ତୁ ନାହିଁ
ଶୋଇବା ଆଗରୁ କଫି କି ଚା ପିଇଲେ ନିଦ ହୁଏ ନାହିଁ
ଫୋନ ଚଳାନ୍ତୁ ନାହିଁ
ଯଦି ଆପଣ ଫୋନ ଚଳାନ୍ତି ତେବେ ଆକି ଖରାପ ହେବ । ନିଦ ହେବ ନାହିଁ
ଫୋନ ସାଇଲେଣ୍ଟ କରନ୍ତୁ
ମୋବାଇଲ ଶବ୍ଦରେ ନିଦ ଭାଙ୍ଗିଯିବ । ତେଣୁ ଫୋନ ସାଇଲେଣ୍ଟ କରନ୍ତୁ
ଅଧିକ ୱାର୍କଆଉଟ କରନ୍ତୁନି
ଅଧିକ ୱାର୍କଆଉଟ କରନ୍ତୁନି । ଶରୀରକୁ ଆରାମ ଦିଅନ୍ତୁ
ବେଡ଼ରୁମକୁ ସଫା ରଖନ୍ତୁ
ବେଡ଼ରୁମକୁ ସଫା ରଖନ୍ତୁ ଓ ବେଡସିଟ ଚେଞ୍ଜ କରନ୍ତୁ
ଶୋଇବା ପୂର୍ବରୁ ପାଣି ପିଅନ୍ତୁନି
ଯଦି ଅଧିକ ପାଣି ପିଇବେ ତେବେ ବାରମ୍ବାରା ପରିସ୍ରା ଯିବାକୁ ହେବ । ଯାହାଦ୍ବାରା ନିଦ ଭାଙ୍ଗିବ
ସ୍ଲିପିଂ ପ୍ୟାଟେନ ଠିକ ରଖନ୍ତୁ
ସ୍ଲିପିଂ ପ୍ୟାଟେନ ଠିକ ରଖିଲେ, ନିଦ ଭଲ ହେବ
ଟେନସନ ନିଅନ୍ତୁନି
ଶୋଇବା ପୂର୍ବରୁ ଚିନ୍ତା କରନ୍ତୁନି । ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ
କର୍ଣ୍ଣଙ୍କ ଶେଷ ଇଚ୍ଛା କଣ ଥିଲା
Learn more