ଅନେକ ରୋଗର ବିନାଶ କରିପାରେ ତେଜପତ୍ର

ତେଜପତ୍ରର ସ୍ୱାଦ ଓ ବାସ୍ନା ଯୋଗୁ ଏହା ରୋଷେଇରେ ଖୁବ୍ ଅଧିକ ବ୍ୟବହୃତ ହୁଏ

ହଜମ ପାଇଁ ଔଷଧ ପରି କାମ କରେ ତେଜପତ୍ର

ତେଜପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି କ୍ୟାନସର, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି-ଇନ୍‌ଫ୍ଲାମେଟୋରି ଗୁଣ ରହିଛି

ଅନେକ ପୁଷ୍ଟିକର ଉପାଦାନ ଥିବାରୁ ଏହି ପତ୍ର ସଂକ୍ରମଣ ଓ ଉଚ୍ଚ ରକ୍ତଶର୍କରାକୁ ନିୟନ୍ତ୍ରଣ କରିଥାଏ 

ରୋଷେଇ ବ୍ୟତୀତ ଆପଣ ଚା’ରେ ମଧ୍ୟ ଏହି ପତ୍ର ବ୍ୟବହାର କରିପାରିବେ

ମଧୁମେହ ରୋଗୀଙ୍କ ପାଇଁ ପତ୍ର  ଖୁବ୍ ଉପକାରୀ

ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହ ଓ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିଥାଏ

ତେଜପତ୍ର କର୍କଟ କୋଷଗୁଡ଼ିକର ବୃଦ୍ଧିକୁ ବନ୍ଦ କରିପାରେ