Chat Box

ଚା' ଭାରତୀୟଙ୍କ ପାଇଁ କେବଳ ଏକ ପାନୀୟ ନୁହଁ ଦୈନନ୍ଦିନ ଜୀବନର ଅଂଶ

Chat Box

ଚାହା ବା Tea ଟେନସନ୍‌ ଫ୍ରି କରେ, ପିଇଲେ ମାଇଣ୍ଡ ଫ୍ରେସ୍ ଲାଗେ

Chat Box

ଭିନ୍ନ ଭିନ୍ନ ଲୋକଙ୍କ ପସନ୍ଦ ଭିନ୍ନ ଭିନ୍ନ ଟେଷ୍ଟ୍‌ର ଚା'

Chat Box

ଚର୍ଚ୍ଚାରେ ଭୁବନେଶ୍ବରରେ ଥିବା ଏମିତି ଏକ ଚା' ଦୋକାନ

Chat Box

ଭୁବନେଶ୍ବର CRPରେ ଥିବା ରାମଭାଇ ଟି ଷ୍ଟଲ୍‌ରେ ୧୬୫ ପ୍ରକାରର ଚା' ମିଳୁଛି

Chat Box

ଇରାନୀ ଠାରୁ ଆରମ୍ଭ କରି ଇଲାଇଚି ସବୁ ପ୍ରକାରର ଚା' ଉପଲବ୍ଧ

Chat Box

ରାମ ଭାଇଙ୍କ ଚା'ର ଦାମ ୨୦ରୁ ଆରମ୍ଭ କରି ୨୦୦ ଟଙ୍କା ରହିଛି

ରାମ ଭାଇଙ୍କ "ଫାଲତୁ" ଚା ଯୁବ ପିଢ଼ୀଙ୍କ ଫେଭରିଟ୍‌ ସାଜିଛି

Chat Box

ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ରହିଛି ସ୍ପେଶାଲ ମେଡିସିନ୍ ଚା'

Chat Box

Different types ର ଚା' ଟେଷ୍ଟ କରିବାକୁ ଚାହୁଁଛନ୍ତି ତେବେ ରାମ ଭାଇଙ୍କ ଏହି ଷ୍ଟଲ ନିହାତି ଆସନ୍ତୁ

ଭୁବନେଶ୍ବରର ବେଷ୍ଟ ପାର୍କ