ଘରେ ସବୁ ଜିନିଷର ମହତ୍ତ୍ବ ରହିଛି । ସେହିଭଳି ଝାଡୁର ମଧ୍ୟ ଗୁରୁତ୍ବ ରହିଛି
ଖାଲି ଅଳିଆ ନୁହେଁ, ଝାଡୁ ଜୀବନର ନକରାତ୍ମକତା ଦୂର କରିଥାଏ । ଜୀବନର ସୁଖ ଓ
ସମୃଦ୍ଧି ଆଣିଥାଏ
ଝାଡୁ ସହ ଜଡି଼ତ କିଛି ଭୁଲ ସମସ୍ୟାକୁ ଡାକିଆଣେ । ତେଣୁ ସାବଧାନ ନରହିଲେ ଆପଣ ଭିକାରୀ ହୋଇଯିବ
େ
ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେ କରାଯାଏ । ତେଣୁ ଧ୍ୟାନ ଦେବା ଜରୁରୀ
ବାସ୍ତୁ ଅନୁସାରେ, ଦକ୍ଷିଣ-ପଶ୍ଚିମ କୋଣ ବା ପଶ୍ଚିମ ଦିଗରେ ଝାଡ଼ୁ ରଖିବା ଶୁଭ
ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ ଝାଡୁ ରଖିଲେ, ଆସିବ ରୋଗ-ଦୁଃଖ
ଏହି ଦିଗରେ ଝାଡୁ ରଖିଲେ ଘର ଉପରେ ପଡ଼େ ଖରାପ ନଜର ଓ ଧନ ଆସିବାରେ ବ
ାଧା ହୋଇଥାଏ
ବାସ୍ତୁ ଅନୁସାରେ ଝାଡୁକୁ ଏପରି ସ୍ଥାନରେ ରଖନ୍ତୁନି ଯେଉଁଠି ସବୁବେଳେ ଲୋକଙ୍କ ନ
ଜର ପଡୁଥିବ
ଝାଡୁକୁ କେବେ ରୋଷେଇ ଘରେ କିମ୍ବା ଅନ୍ନ ଭଣ୍ଡାରରେ ରଖନ୍ତୁନି
କାହିଁକି ନିଜ ହାତରେ ବାଜ ପକ୍ଷୀଙ୍କୁ ବସାଉଥିଲେ ମୋଗଲ ସମ୍ର
ାଟ?
Learn more