ସାପ କାମୁଡାରେ ମୃତ୍ୟୁ ଘଟଣା ଆପଣ ଅନେକ ଶୁଣିଥିଲେ ନିଶ୍ଚୟ।

ବିଶ୍ବରେ ଏମିତି କିଛି ବିଷାକ୍ତ ସାପ ଅଛନ୍ତି ଯାହାକି ଥରେ କାମୁଡିଲେ ମୃତ୍ୟୁ ସୁନିଶ୍ଚିତ।

ଭାରତରେ ମଧ୍ୟ ବିଷାକ୍ତ ସାପଙ୍କ ସଂଖ୍ୟା କମ୍‌ ନୁହେଁ ।

ସାପ କାମୁଡାରେ ତ ମୃତ୍ୟୁ ହୋଇପାରେ କିନ୍ତୁ ସାପ ବିଷ ପିଇଲେ ମୃତ୍ୟୁ ହୁଏ କି?

ଜାଣନ୍ତୁ ସାପ ବିଷ ପିଇଲେ କଣ ହେବ

ସାଧାରଣତଃ ସାପ ବିଷକୁ ଭେନମ୍‌ କୁହାଯାଏ ଯାହା କି ପଏଜନ୍‌ ଠାରୁ ସାମାନ୍ୟ ଅଲଗା

ସାପ ବିଷ ପିଇବା ଦ୍ବାରା ତାହା ତୁରନ୍ତ ପ୍ରତିକ୍ରିୟା ଦେଖାଇ ନଥାଏ

ସାପ ବିଷରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଥାଏ

ABP ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ସାପ ବିଷ ପିଇଲେ ମୃତ୍ୟୁ ହେବ ନାହିଁ

କିନ୍ତୁ ଭୁଲରେ ବି ସାପ ବିଷ ପିଇବାକୁ ଚେଷ୍ଟା କରନ୍ତି ନାହିଁ