କାହିଁକି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ହୁଅନ୍ତି ଆକର୍ଷିତ ? କଣ କହୁଛି ଚାଣକ୍ୟ ନୀତି ?

ଅତ୍ୟାଧୁନିକ ଜୀବନ ଶୈଳୀରେ ପ୍ରେମ ଯେତେ ଶୀଘ୍ର ହେଉଛି ସମ୍ପର୍କରେ ଫାଟ ମଧ୍ୟ ମଧ୍ୟ ସେତିକି ଶୀଘ୍ର ହେଉଛି

ବୈବାହିକ ଜୀବନ ପାଇଁ କଣ୍ଟା ସାଜୁଛି ପରକୀୟା ପ୍ରୀତି

ପୁରୁଷ ମାନେ ବିବାହ ପରେ ଭିନ୍ନ ଭିନ୍ନ କାରଣରୁ ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି କିନ୍ତୁ କେବେ ଭାବିଛନ୍ତି ଏହା ପଛରେ କଣ ରହିଛି କାରଣ ?

କମ୍ ବୟସରେ ବିବାହ ସ୍ବାମୀ ସ୍ତ୍ରୀ ସମ୍ପର୍କ ଗଢି ହୁଏନାହିଁ । ଏଭଳି ସ୍ଥିତିରେ ବ୍ୟକ୍ତି ଅନ୍ୟତ୍ର ମହିଳା ସହ ସମ୍ପର୍କ ରଖେ

ଆହୁରି ଏକ ଅନ୍ୟ କାରଣ ହେଉଛି ଶାରୀରିକ ସମ୍ପର୍କରେ ସନ୍ତୁଷ୍ଟି । ଏହାର ଅଭାବ ଉଭୟଙ୍କ ମଧ୍ୟରେ ଦୂରତାକୁ ବଢାଏ...

ସ୍ବାମୀ ସ୍ତ୍ରୀ ମଧ୍ୟରେ ବିଶ୍ବାସ ରହିବା ନିହାତି ଆବଶ୍ୟକ । ଏହି ବିଶ୍ବାସ ହିଁ ସ୍ବାମୀ ସ୍ତ୍ରୀ ର ସମ୍ପର୍କକୁ ସୁଦୃଢ କରିଥାଏ...

ଦାମ୍ପତ୍ୟ ଜୀବନରେ ଜୀବନ ସାଥୀଙ୍କ ମନ ବିବ୍ରତ ହେବା ଅତ୍ୟନ୍ତ ସାଧାରଣ କଥା । ଏଭଳି ପରିସ୍ଥିତିରେ ଲୋକମାନେ ଅନ୍ୟ ମହିଳା କିମ୍ବା ପୁରୁଷଙ୍କୁ ପସନ୍ଦ କରି ନିଅନ୍ତି...

ପ୍ରେମର ଗଭୀରତା ସେତେବେଳ ଯାଏ ରୁହେ ଯେବେ ଦମ୍ପତି ପିତାମାତା ନହୋଇଥାଆନ୍ତି । ସନ୍ତାନସନ୍ତତି ହେବା ପରେ ପୁରୁଷମାନେ ନିଜ ପତ୍ନୀଙ୍କଠାରୁ ଦୂରଇ ରହିବା ଆରମ୍ଭ କରନ୍ତି ...