ଆତ ଏମିତି ଏକ ଫଳ, ଯାହା ଖାଇବା ଦ୍ବାରା, ଅନେକ ସ୍ୱାସ୍ଥ୍ୟଲାଭ ମିଳେ

ଥିରେ ଭିଟାମିନ ସି, ଏ, ପୋଟାସିୟମ, ମ୍ୟାଗ୍ନେସିୟମ, ଫାଇବର, ଆଣ୍ଟି-ଅକ୍ସିଡାଣ୍ଟ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଆତ ?

ତେବେ ଆସନ୍ତୁ ଜାଣିବା ଆତର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ 

ତେବେ ଆସନ୍ତୁ ଜାଣିବା ଆତର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ

ଆତ ଖାଇବା ଦ୍ବାରା ପେଟବଥା, ଗ୍ୟାସ ଭଳି ବିଭିନ୍ନ ସମସ୍ୟାକୁ ଦୂର କରେ

ବାନ୍ତି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ଆତ 

ବ୍ଲଡପ୍ରେସରକୁ ନିୟନ୍ତ୍ରଣରରେ ରଖିବାରେ ସାହାଯ୍ୟ କରେ ଆତ 

ଆତ କୋଲେଷ୍ଟ୍ରଲ କମ୍ କରିବାରେ ସହାୟକ ହୁଏ