ଡାଇବେଟିସ୍ ବା ମଧୁମେହେ ଏବେ ଗୁରୁତର ସମସ୍ୟା।

ରିପୋର୍ଟ ଅନୁଯାୟୀ ୧୧.୪% ଅର୍ଥାତ୍ ୧୩.୬୦ କୋଟି ଭାରତୀୟ ଡାଇବେଟିସ୍‌ରେ ଆକ୍ରାନ୍ତ।

ଶରୀରରେ ପର୍ଯ୍ୟାପ୍ତ ଇନସୁଲିନ୍‌ ହୋଇନଥାଏ ଯାହାକି ପରେ ଅନେକ ସମସ୍ୟା କରିଥାଏ।

ଧିରେ ଧିରେ ଏହା କିଡନୀ, ଚର୍ମ, ହୃଦରୋଗ, ଆଖି ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗଙ୍କୁ ଖରାପ କରିଦେଇଥାଏ।

ତେଣୁ ଡାଇବେଟିସ୍‌କୁ କଣ୍ଟ୍ରୋଲ କରିବା ବଢ ଚ୍ୟାଲେଞ୍ଜ, ଏଥିପାଇଁ ଆପଣାନ୍ତୁ ୫ଟିପ୍ସ।

ଯଥାସମ୍ଭବ ଷ୍ଟ୍ରେସ୍‌ ବା ଚାପରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

ଡାଇବେଟିସ୍‌କୁ ଆୟତ କରିବାକୁ ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।

ଅଂଳାରେ ରକ୍ତ ଶର୍କରା ଭରପୂର ଥାଏ, ଯାହାକି ମଧୁମେହକୁ ନିୟନ୍ତ୍ରଣ କରିଥାଏ।

ନିୟମିତ ବ୍ୟାୟାମ କରିବା ଦ୍ବାରା ଡାଇବେଟିସ୍ ଆୟତ ହୋଇଥାଏ।

ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଉଚିତ।