ଚାଉମିନ୍‌ ଖାଇବାକୁ କାହାକୁ ବା ଭଲ ନ'ଲାଗେ

ପିଲାଠୁ ବୟସ୍କ ସମସ୍ତେ ଚାଉମିନ୍‌ ଖାଇବାକୁ ବେଶ୍‌ ଭଲ ପାଆନ୍ତି

ସକାଳ ଜଳଖିଆ ହେଉ କିମ୍ବା ସନ୍ଧ୍ୟାର ଟିଫିନ୍‌ ସବୁଥିରେ ଚାଉମିନ୍‌ ଫେଭରିଟ୍‌

କିନ୍ତୁ ଚାଉମିନ୍‌ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଯେ ଗୁରୁତର ପ୍ରଭାବ ପଡିଥାଏ ତାହା ଅନେକଙ୍କୁ ଅଜଣା

ଚାଉମିନ୍‌ ଖାଇଲେ ଏଭଳି ରୋଗ ହେଉଛି ଯାହା ଜାଣିଲେ ଆପଣ ବି ଖାଇବା ଛାଡିଦେବେ

ଚାଉମିନ୍ ଖାଇବା ଦ୍ବାରା ପେଟ ସମସ୍ୟା ବାହାରି ବିଭିନ୍ନ ରୋଗ ହୋଇଥାଏ

ଶରୀରରେ ହଜମ ପ୍ରକ୍ରିୟା ପ୍ରଭାବିତ ହୋଇ ଗ୍ୟାସ, ପାଚନ କ୍ଷମତା କମିଯିବା ଭଳି ସମସ୍ୟା ହୁଏ

ଚାଉମିନ୍ ଖାଇଲେ ହାଡ କମଜୋର ହୋଇଯାଉଥିବା ବିଶେଷଜ୍ଞ କୁହନ୍ତି

ଚାଉମିନ୍‌ ଖାଇଲେ ରକ୍ତଚାପ ବଢିବା ସହ ଲମ୍ବା ସମୟ ଧରି ଶରୀର ଖରାପ ରୁହେ

ଓଜନ ବଢିବା ସହିତ ଚର୍ମ ରୋଗ, ଏପରିକି କ୍ୟାନସର୍ ହେବାର ସମ୍ଭାବନା ବି ରହିଛି