ଆଇସକ୍ରିମ୍‌ ଖାଇବାକୁ କାହାକୁ ବା ଭଲ ନ'ଲାଗେ

ଖରା ଦିନ ହେଉ କି ବର୍ଷା କି ଶୀତ ସବୁ ଋତୁରେ ଆଇସକ୍ରିମ୍‌ର ମଜା ନିଆରା

ପିଲାମାନେ ତ Ice-Cream ଖାଇବାକୁ ପ୍ରାଥମିକତା ଦିଅନ୍ତି

କିନ୍ତୁ ଆଇସକ୍ରିମ୍‌ ଯେ ସ୍ବାସ୍ଥ୍ୟ ପ୍ରତି କେତେ କ୍ଷତି ତାହାକୁ ଆମେ ଧ୍ୟାନ ଦେଇ ନଥାଉ

କେବଳ ପିଲାମାନେ ନୁହେଁ ଯୁବପିଢି ଓ ବୟସ୍କଙ୍କ ମଧ୍ୟ ପ୍ରିୟ ଆଇସକ୍ରିମ୍‌

Ice-Cream ଖାଇବା ଦ୍ବାରା ମୋଟାପଣ ବୃଦ୍ଧି ପାଇଥାଏ

ବଡ କଥା ହେଉଛି ଏହାକୁ ଖାଇଲେ ହୃଦରୋଗ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି

ଆଇସକ୍ରିମ୍‌ ଖାଇବା ଦ୍ବାରା ମସ୍ତିସ୍କ ଉପରେ ପ୍ରଭାବ ପଡିଥାଏ

ଡାଇବେଟିସ୍ ରୋଗୀ ଭୁଲରେ ମଧ୍ୟ ଆଇସକ୍ରିମ୍‌ ଖାଆନ୍ତୁ ନାହିଁ

ସେହିଭଳି ଏହାକୁ ଖାଇଲେ ଦାନ୍ତ ସମସ୍ୟା ମଧ୍ୟ ଦେଖା ଦେଇଥାଏ