ଦୀପାବଳିରେ ମା' ଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜା କରାଯାଇଥାଏ ।
ଦୀପାବଳିରେ ମା' ଲକ୍ଷ୍ମୀ ସବୁଠୁ ଅଧିକ ପ୍ରସନ୍ନ ହୁଅନ୍ତି ।
ଭକ୍ତଙ୍କୁ ସୁଖ, ସମୃଦ୍ଧି ଓ ଧନ ଦେଇ ଆଶୀର୍ବାଦ କରନ୍ତି ମା' ଲକ୍ଷ୍ମୀ ।
ଅନେକ ଲୋକ ଦୀପାବଳିରେ ମଦ ଏବଂ ଜୁଆ ଖେଳୁଥିବା ନଜିର ରହିଛି ।
କିନ୍ତୁ ଦୀପାବଳିରେ ମଦ ପିଇବା ଏବଂ ଜୁଆ ଖେଳିବା ଶୁଭ କି?
More
Stories
Smartphone: ଏମିତି ଫୋନ୍ କେବେ ଦେଖିନଥିବେ, ମାତ୍ର ୧୫ମିନିଟ୍ରେ ଫୁଲ୍ ଚାର୍ଜ, 1000GB ମେମୋରୀ
iPhone ଓ Samsungର ନିଦ ହଜାଇବାକୁ ଆସିଗଲା Vivoର ଧମାକାଦାର ଫୋନ୍, ମାତ୍ର ୧୫ ମିନିଟ୍ରେ ଫୁଲ ଚାର୍ଜ!
Free Ration: ଦୀପାବଳିରେ ୮୦ କୋଟି ଦେଶବାସୀଙ୍କୁ ବଡ ଭେଟି, ୫ ବର୍ଷ ମିଳିବ ମାଗଣା ରାସନ
ଦୀପାବଳିରେ ମଦ ପିଇବା କିମ୍ବା ଜୁଆ ଖେଳିବା ଦ୍ବାରା ମା' ଲକ୍ଷ୍ମୀ ରାଗିଯାଆନ୍ତି ।
ମା' ଲକ୍ଷ୍ମୀଙ୍କ ଆଗମନ ହେଉଥିବାରୁ ଘରେ ମଦ୍ୟପାନ କରିବା ଆଦୌ ଶୁଭଙ୍କର ନୁହେଁ ।
ସେହିଭଳି ଜୁଆ ଖେଳିବା ମଧ୍ୟ ଆପଣ ଓ ଆପଣଙ୍କ ପରିବାର ପ୍ରତି ଖରାପ ପ୍ରଭାବ ପକାଇଥାଏ ।
ତେଣୁ ଦୀପାବଳିରେ ଘରେ କିମ୍ବା ବାହାରେ ମଦ ପିଇବା ଅଶୁଭ ବୋଲି କୁହାଯାଇଛି ।
ଏହି ସୂଚନା ସାଧାରଣ ତଥ୍ୟଅ ଉପରେ ଆଧାରିତ, ନ୍ୟୁଜ୍୧୮ ନିଶ୍ଚିତ କରେ ନାହିଁ ।
Learn more