ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଏବେ ସାଂଘାତିକ ମାତ୍ରାରେ ବଢିଚାଲିଛି।

ଭାରତରେ ୧ କୋଟି ଲୋକ ଡାଇବେଟିସ୍‌ରେ ଆକ୍ରାନ୍ତ ଆଉ ୨ କୋଟିଙ୍କୁ ହେବାର ଆଶଙ୍କା।

ଦିନକୁ ଦିନ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ଅଣଦେଖା କରୁଛନ୍ତି ଯୁବିପିଢି।

କିନ୍ତୁ ଆଗାମୀ ଦିନରେ ଏହା ସାଂଘାତିକ ରୂପ ନେବ ଏଥିରେ ସନ୍ଦେହ ନାହିଁ।

ତେବେ ଏଭଳି ୫ଟି ଖାଦ୍ୟ ରହିଛି ଯାହାକୁ ସକାଳୁ ଖାଇଲେ ପାଖ ମାଡିବନି ଡାଇବେଟିସ୍‌।

ସକାଳୁ ରାଗୀରେ ତିଆରି ପିଠା ଖାଇଲେ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିବ।

ସେହିଭଳି ମେଥି ମିସି ରୁଟି ଖାଇଲେ ବି ଡାଇବେଟିସ୍‌ କମିଥାଏ।

ଡାଇବେଟିସ୍‌ ରୋଗୀ ସକାଳୁ ପୋହା ଖାଇପାରିବେ, ରୋଗ ନିୟନ୍ତ୍ରଣରେ ରହିବ।

ବ୍ଲଡ୍‌ ସୁଗାର ଲେବୁଲକୁ ଆୟତ କରିବା ପାଇଁ ସକାଳୁ ଉପମା ଖାଇବା ଉଚିତ।

ଡାଇବେଟିସ୍‌ ରୋଗୀ ସକାଳୁ ଭେଜିଟେବୁଲ ଅମଲେଟ୍‌ ଖାଇବା ବେଶ୍‌ ଲାଭଦାୟକ।