ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରଖିବାରେ ଭିଟାମିନ୍-ଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

କିନ୍ତୁ ଭିଟାମିନ୍-ଡି ମାତ୍ରାଧିକ ନେବା ବି ସ୍ବାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ।

ଭିଟାମିନ୍-ଡି ଅଧିକ ପରିମାଣ ନେବା ଦ୍ବାରା ଶରୀର ଉପରେ ବ୍ୟାପକ ପ୍ରଭାବ ପଡିଥାଏ।

ଶରୀରରେ ଅଧିକ ଭିଟାମିନ୍ ଡି ଥିଲେ, ମୁଣ୍ଡ ବିନ୍ଧା ସମସ୍ୟା ଲାଗି ରହିଥାଏ।

ଏହାର ପ୍ରଭାବ ଆପଣଙ୍କ ହଜମ ପ୍ରକ୍ରିୟାରେ ଦେଖିବାକୁ ମିଳେ।

Vitamin-D ଅଧିକ ହେଲେ ପେଟ ରୋଗ ତଥା ଯନ୍ତ୍ରଣା ବଢିଯାଏ।

Vitamin-D ଅଧିକ ହେଲେ ବାରମ୍ବାର ଶୋଷ ଲାଗେ।

ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିପାରେ।

ଶରୀରରେ ଭିଟାମିନ୍-ଡି ଅଧିକ ଥିଲେ, ଆରାମଦାୟକ ଅନୁଭବ ହେବନି।

ଯାହା ଫଳରେ ଥକ୍କାପଣ ସହ ଚିଡ୍‌ଚିଡା  ଅନୁଭବ କରିବେ।

ଖାଆନ୍ତୁ କାଙ୍କଡ଼, ରୁହନ୍ତୁ ସୁସ୍ଥ ପୂରା ଖବର ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ