ଘର ଉପରେ କାହାର ଖରାପ ନଜର ପଡ଼ିଥିଲେ ମିଳେ ଏହି ସଙ୍କେତ । ୧୦ମିନିଟରେ ଜାଣନ୍ତୁ ଘର ଉପରେ ଆତ୍ମାର  ନଜର ରହିଛି କି

ଆତ୍ମା କୌଣସି ଭାବେ ଆମ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରେ । ଏପରି କିଛି ସଙ୍କେତ ଦିଏ ଯେଉଁଥିରୁ ସେମାନଙ୍କ ଉପସ୍ଥିତି ବାବଦରେ ଜଣାପଡେ

ପର୍ଫ୍ୟୁମ ଲଗାଇବା ପରେ ମଧ୍ୟ ଅନ୍ୟ ସୁଗନ୍ଧ ବାସୁଥିଲେ ଜାଣନ୍ତୁ ଆପଣଙ୍କ ଆଖପାଖରେ ଆତ୍ମା ଅଛନ୍ତି

ହଠାତ କବାଟ ବନ୍ଦ ହୋଇଯାଉଥିଲେ ଘରେ ଆତ୍ମାର ପ୍ରବେଶ ସୁନିଶ୍ଚିତ ବୋଲି ଜାଣନ୍ତୁ

ଘର ଚାରିପାଖେ ଆବାଜ, ଚିଲ୍ଲାଇବା ଶବ୍ଦ ଶୁଭୁଥିଲେ ଆତ୍ମାର ଉପସ୍ଥିତି ଅଛି ବୋଲି ଜାଣନ୍ତୁ

ଅଚାନକ କିଛି ଜିନିଷ ହଠାତ ଗାୟବ ହୋଇ ପୁଣି ଦେଖାଦେଲେ ଜାଣିରଖନ୍ତୁ, ଘରେ ଓ ଆପଣଙ୍କ ଉପରେ ଅଛି ଆତ୍ମାର ନଜର

ଆଖପାଖରେ କାହାର ଛାଇ ଅନୁଭବ କରୁଥିଲେ ପ୍ରେତତ୍ମାର କୁନଜର ଆପଣଙ୍କ ଉପରେ ପଡ଼ିଛି

ପୋଷା ପଶୁଙ୍କୁ ଆତ୍ମା ସହଜରେ ଦେଖାଯାଆନ୍ତି । ତେଣୁ ସେମାନେ ହଠାତ ଡରିବା ସହ ବାରମ୍ବାର ଭୁକନ୍ତି ମଧ୍ୟ

କେହି ଆପଣଙ୍କୁ ଛୁଇଁବା କିମ୍ବା ପିଛା କରିବା ଭଳି ଅନୁଭବ ହେଉଥିଲେ, ଆତ୍ମା ଆପଣଙ୍କୁ କିଛି କହିବାକୁ ଚାହୁଁଛି ବୋଲି ଜାଣିବେ

କାହାର କାନ୍ଦିବା କିମ୍ବା ଜୋରରେ ନିଶ୍ବାସପ୍ରଶ୍ବାସ ନେବା ଶବ୍ଦ ଶୁଭୁଥିଲେ ସାବଧାନ ରୁହନ୍ତୁ

ଆପଣଙ୍କ ଦେହ ବାରମ୍ବାର ଖରାପ ହେଉଥିଲେ କିମ୍ବା ଦୁର୍ଘଚଣା ଘଟୁଥିଲେ ଘରେ ଆତ୍ମାର ଉପସ୍ଥିତି ଅଛି ବୋଳି ଧରନ୍ତୁ

ପୁରୁଷତ୍ବ ପ୍ରମାଣ କରିବାକୁ ଏମିତି କିଛି କରିଥିଲେ ସମ୍ରାଟ,